ବାଜିଲା ପଂଚାୟତ ନିର୍ବାଚନ ବିଗୁଲ୍ : ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା ଜଣାଇଲେ ରାଜ୍ୟ ସରକାର

31

କନକ ବ୍ୟୁରୋ : ବାଜିଲା ପଂଚାୟତ ନିବାଚନୀ ବିଗୁଲ । ନିର୍ବାଚନ ନେଇ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା ନେଇ ରାଜ୍ୟ ସରକାର ରାଜ୍ୟ ନିର୍ବାଚନ କମିସନଙ୍କୁ ଜଣାଇଛନ୍ତି । ଆସନ୍ତା ୨୩ରେ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଁ ଅନୁରୋଧ କରାଯାଇଛି ।

ପଂଚାୟତ ପୁନର୍ଗଠନ ପରେ ୬୦୦ ପଂଚାୟତ ବଢ଼ିଥିବା କହିଛନ୍ତି ପଂଚାୟତିରାଜ ସଚିବ ଦେଓରଂଜନ ସିଂହ । ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ୨୩ ପରେ ଯେକୌଣସି ସମୟରେ ବିଜ୍ଞପ୍ତି ପ୍ରକାଶ କରିବେ । ଏହାକୁ ନେଇ ଏବେ ରାଜନୈତିକ ମହଲ ସରଗରମ ହୋଇଛି ।

ଏହାସହ ଦେଖନ୍ତୁ ଏହି ଭିଡିଓ –