ବାଜିଲା ପଂଚାୟତ ନିର୍ବାଚନ ବିଗୁଲ୍ : ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା ଜଣାଇଲେ ରାଜ୍ୟ ସରକାର

27

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବାଜିଲା ପଂଚାୟତ ନିର୍ବାଚନ ବିଗୁଲ । ନିର୍ବାଚନ ନେଇ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା ନେଇ ରାଜ୍ୟ ନିର୍ବାଚନ କମିସନଙ୍କୁ ସରକାର ଜଣାଇଛନ୍ତି । ନିର୍ବାଚନ ପାଇଁ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଆସନ୍ତା ୨୩ରେ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଁ ନିର୍ବାଚନ କମିସନକୁ ସରକାର ଅନୁରୋଧ କରିଛନ୍ତି ।