ପଂଚାୟତ ନିର୍ବାଚନୀ ପ୍ରଚାର ଆରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

25

କନକ ବ୍ୟୁରୋ : ଆଜିଠୁ ପଂଚାୟତ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଡିହିଡିରେ ନିର୍ବାଚନ ପ୍ରଚାର ପାଇଁ ଧର୍ମେନ୍ଦ୍ର ପହଚିଂଛନ୍ତି । ଅନୁଗୁଳ,ଖୋର୍ଦ୍ଧା ଓ ନୟାଗଡରେ ମଧ୍ୟ ଆଜି ଧର୍ମେନ୍ଦ୍ର ନିର୍ବାଚନ ପ୍ରଚାର କରିବେ । ତେବେ ଭୁବନେଶ୍ୱରରେ ପହଚିଂଲାବେଳେ ତରଭା ସମେତ କୌଣସି ବିବାଦୀୟ ପ୍ରସଙ୍ଗ ଉପରେ ପ୍ରତିକ୍ରòୟା ରଖିବା ପାଇଁ ମନା କରିଦେଇଥିଲେ ଧର୍ମେନ୍ଦ୍ର ପ୍ରଧାନ । କେବଳ ପାଇକ ବିଦ୍ରୋହର ୨ଶହ ବର୍ଷ ପୂର୍ତି ପାଳନ ନେଇ ବଜେଟରେ ହୋଇଥିବା ଘୋଷଣା ପାଇଁ ଅର୍ଥ ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର  ।

ଦେଖନ୍ତୁ ଏହି ଭିଡିଓ :