ପଣସପୁର ଏନକାଂଉଟର ଘଟଣା : ଆହତ ହୋଇଥିବା ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

23

ମାଲକାନଗିରି : ମାଲକାନଗିରି ପଣସପୁର ଏନକାଂଉଟର ଘଟଣାରେ ଆହତ ହୋଇଥିବା ମହିଳା ମାଓବାଦୀ ଆତ୍ମସମର୍ପଣ କରିଛି । ଧନମତୀ ଭଜଙ୍କ ଗୋଡରେ ଗୁଳି ବାଜି ସେ ଆହତ ହୋଇଥିଲେ । ପୁଲିସ ନିକଟରେ ଆତ୍ମସମର୍ପଣ ପରେ ଧନମତୀର ଚିକିତ୍ସା ଆରମ୍ଭ ହୋଇଛି ।