ଭାରତୀୟ ସୁରକ୍ଷା ବଳର ଆଉ ଏକ ସଫଳତା ! ଗୁଜୁରାଟର କଚ୍ଛରେ ସେନା ତରଫରୁ ଧ୍ୱସଂ କରାଗଲା ପାକିସ୍ତାନ ଡ୍ରୋନ୍ ।

770

ଜମ୍ମୁ-କାଶ୍ମୀର ପୁଲୱାମା ଆକ୍ରମଣ ପରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ଅଧିକୃତ କାଶ୍ମୀରରେ ଆଜି ଭୟଙ୍କର ବୋମା ବିସ୍ଫୋରଣ କରୁଛି । କୁହାଯାଉଛି କି ବାୟୁସେନା ପାଖାପାଖି ୧୨ ଟି ମିରାଜ୍ ୨୦୦୦ ବିମାନରେ ପାକ୍ ରେ ଥିବା ଆତଙ୍କବାଦୀ ଠିକଣାକୁ ଧ୍ୱସଂ କରିଥିଲେ । ଅନ୍ୟ ପକ୍ଷରେ ଭାରତୀୟ ସୁରକ୍ଷା ବଳକୁ ପାକିସ୍ତାନ ସୀମାରେ ଜଡିତ ହୋଇଥିବା ଗୁଜୁରାଟର ଆଉ ଏକ ଅଞ୍ଚଳ କଚ୍ଛରେ ଆଉ ଏକ ସଫଳତା ମିଳିଛି । ଭାରତୀୟ ସୁରକ୍ଷା ବଳରେ ସକାଳ ସାଢେ ୬ ଟା ସମୟରେ ପାକିସ୍ତାନର ଏକ ଡ୍ରୋନ୍ କୁ ଧ୍ୱସଂ କରିବାରେ ମଧ୍ୟ ସଫଳ ହୋଇଛନ୍ତି ।

ସୂତ୍ରାନୁସାରେ ବାୟୁସେନା ଏହି ଅପରେସନ୍ କୁ ୨୧ ମିନିଟ୍ ପର୍ଯ୍ୟନ୍ତ ଚଲାଇଥିଲେ । ଏହି ସମୟରେ ୧୨ ମିରାଜ ବିମାନରେ ୧୦୦୦ କିଲୋ ବମ୍ ପିଓକେରେ ଅନେକ ଆତଙ୍କବାଦୀ ଠିକଣାକୁ ଧ୍ୱସଂ କରିଥିଲେ । ଏହା ପୂର୍ବରୁ ସକାଳେ ହିଁ ପାକିସ୍ତାନର ଇଣ୍ଟର-ସର୍ଭିସେସ୍ ପବ୍ଲିକ୍ ରିଲେସନର ମହାନିର୍ଦ୍ଧେଶକ ଆସିଫ୍ ଗଫୁର ସକାଳୁ ଏନେଇ ଟ୍ୱିଟ୍ କରି କହିଥିଲେ ।