ପେଡ ଗର୍ଲଫ୍ରେଣ୍ଡର କାହାଣୀ: ଏକ୍ସକ୍ଳୁସିଭ୍ ଇଂଟରଭ୍ୟୁ

50

ସୁନିଲ ମେହେରର ଚର୍ଚ୍ଚିତ ସ୍କିମ ପେଡ ଗର୍ଲ ଫ୍ରେଣ୍ଡର ପୁରା କାହାଣୀ ଆସିଛି ସାମ୍ନାକୁ। ଜଣେ ପେଡ ଗର୍ଲଫ୍ରେଣ୍ଡ କନକ ନ୍ୟୁଜ୍ କ୍ୟାମେରାରେ ଏହି ପୁରା ନେଟୱର୍କର ଗୁମର ଖୋଲିଛନ୍ତି । ସମସ୍ତଙ୍କ ଅଗୋଚରରେ ରାଜଧାନୀ ଭୁବନେଶ୍ୱରରେ ଚାଲିଥିବା ଏହି କଳାକାହାଣୀର ଚେର କେତେ ଦୂରକୁ ମାଡିଯାଇଛି, ଏହି ପେଡ ଗର୍ଲଫ୍ରେଣ୍ଡଙ୍କ ସାକ୍ଷାତକାର ଶୁଣିଲେ ଆପଣ ଅନୁମାନ କରିପାରିବେ ।