ବଢ଼ିଲା ବାତ୍ୟା ଭୟ : ଆସନ୍ତାକାଲି ଲଘୁଚାପରେ ପରିଣତ ହେବ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ

କନକ ବ୍ୟୁରୋ : ଦକ୍ଷିଣ ଆଣ୍ଡାମାନ ସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବା ପରେ କେମିତି ରହିଛି ସମୁଦ୍ର ଭିତରର ଅବସ୍ଥା । ମହାକାଶରୁ ଉପଗ୍ରହ ମାଧ୍ୟମରେ ଉଠାଯାଇଥିବା ଏହି ଫଟୋ ସମୁଦ୍ର ଭିତରର ସ୍ଥିତିକୁ ବୟାନ କରୁଛି । ଫଟୋରୁ ଜଣାପଡୁଛି ସମୁଦ୍ର ଭିତରେ ହଲଚଲ ଆରମ୍ଭ ହୋଇଯାଇଛି । ସୃଷ୍ଟି…

ଆଜି ଓଡିଆ ପରୀକ୍ଷା ଦେବେ ମାଟ୍ରିକ ଛାତ୍ରଛାତ୍ରୀ : ସୁନ୍ଦର ଅକ୍ଷର, ଶୁଦ୍ଧ ବନାନ ସହ ବ୍ୟାକରଣଗତ ଶୁଦ୍ଧି ରଖିବାକୁ…

କନକ ବ୍ୟୁରୋ : ଆଜି ମାଟ୍ରିକ ପରୀକ୍ଷାରେ ଓଡ଼ିଆ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଓଡ଼ିଆ ପରୀକ୍ଷାକୁ ଅପେକ୍ଷାକୃତ କମ୍ ଗୁରୁତ୍ୱ ଦେଇଥାନ୍ତି ପରୀକ୍ଷାର୍ଥୀ । ମାତୃଭାଷା ହୋଇଥିବାରୁ ଏହା ସହଜ ଲାଗେ, ଆଉ ଏକ ଧାରଣା ହେଉଛି, ଓଡ଼ିଆ ଭାଷାରେ ଅଧିକ ମାର୍କ ଆଣିହୁଏ ନାହିଁ । ଏହି ମାନସିକତା ଯୋଗୁଁ…

ମହଙ୍ଗା ହେବ ଋଣ : ରେପୋ ରେଟ୍ ବଢ଼ିବା ପରେ ବଢ଼ିବ ଆଣିିଥିବା ଋଣ ଉପରେ ମାସିକିଆ କିସ୍ତିର ପରିମାଣ ବା ଇଏମଆଇ

କନକ ବ୍ୟୁରୋ : ଏଣିକି ମହଙ୍ଗା ହେବ ଋଣ । ଅର୍ଥାତ ଆପଣମାନଙ୍କୁ ବ୍ୟାଙ୍କରୁ ଆଣିଥିବା ଗାଡି ହେଉ କି ଘର ୠଣ, ସବୁ ଉପରେ ଏଣିକି ଅଧିକ ସୁଧ ଦେବାକୁ ପଡିବ । ଯାହାଫଳରେ ପୂର୍ବରୁ ଯେତିକି ଇଏମଆଇ ବା ମାସିକ କିସ୍ତି ଦେଉଥିଲେ ଏଣିକି ଆହୁରି ଅଧିକ ଦେବେ । ଧରନ୍ତୁ ଆପଣ ୨୫ ଲକ୍ଷ ଟଙ୍କା ୨୦ ବର୍ଷ…

ୟୁରୋପ ଗସ୍ତର ଶେଷ ଦିନରେ ଫ୍ରାନ୍ସରେ ପହଁଚିଲେ ପ୍ରଧାନମନ୍ତ୍ରୀ: ପ୍ୟାରିସ ବିମାନବନ୍ଦରରେ ଭବ୍ୟ ସ୍ୱାଗତ 

କନକ ବ୍ୟୁରୋ: ୟୁରୋପ ଗସ୍ତର ଅନ୍ତିମ ଦିନରେ ଫ୍ରାନ୍ସରେ ପହଂଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଫ୍ରାନ୍ସର ରାଜଧାନୀ ପ୍ୟାରିସ ଏୟାରପୋର୍ଟରେ ପହଂଚିବା ପରେ ମୋଦୀଙ୍କୁ ଜୋରଦାର ସ୍ୱାଗତ କରାଯାଇଛି । ଏୟାରପୋର୍ଟରୁ ସିଧା ପ୍ରଧାନମନ୍ତ୍ରୀ ହୋଟେଲ ପ୍ଲାଜା ଏଥେନୀକୁ ଯାଇଥିଲା । ହୋଟେଲ…

୭୦ ଦିନରେ ପହଁଚିଲା ୟୁକ୍ରେନ-ରୁଷିଆ ଯୁଦ୍ଧ: ୟୁକ୍ରେନର ୫ଶହ ସ୍ଥାନରେ ବୋମା ମାଡ କଲା ପୁଟିନ୍ ଆର୍ମି

କନକ ବ୍ୟୁରୋ: ୭୦ ଦିନରେ ପହଂଚିଛି ରୁଷ-ୟୁକ୍ରେନ ଯୁଦ୍ଧ । ଏହାରି ଭିତରେ ବୁଧବାର ବଡ ଦାବି କରିଛି ରୁଷ ସେନା । ୟୁକ୍ରେନସେନାଙ୍କୁ ବିଦେଶୀ ଅସ୍ତ୍ର ଯୋଗାଣ ନିମସ୍ତେ ବ୍ୟବହାର କରାଯାଉଥିବା ୬ଟି ରେଳଷ୍ଟେସନକୁ ଆକ୍ରମଣ କରି ଧ୍ୱଂସ କରିଥିବା ରୁଷ ପ୍ରତିରକ୍ଷାମନ୍ତ୍ରାଳୟ କହିଛି । ଏଥିସହ ୪ଟି…

ପୁଣି ଚିନ୍ତା ବଢାଇଲା କରୋନା ସଂକ୍ରମଣ: ଦେଶରେ ନୂଆ କରୋନା ପ୍ରଜାତିକୁ ନେଇ ବଢିଲାଣି ଚିନ୍ତା

କନକ ବ୍ୟୁରୋ: କରୋନା ଭୟ ଭିତରେ ପୁଣି ଚିନ୍ତା ବଢାଇଛି ଭୂତାଣୁର ନୂଆ ପ୍ରଜାତି । ଇନସାକଗ ବା ସାର୍କ କୋଭିଡ-୨ ଜେନୋମେକିସ କନସରଟିଏମର ନୂଆ ରିର୍ପୋଟ ଅନୁସାରେ ଦେଶରେ କରୋନାର ନୂଆ ପ୍ରଜାତି “ଏକ୍ସଇ” ଦ୍ୱାରା ସଂକ୍ରମିତ ପ୍ରଥମ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ତେବେ ଏହି ସଂକ୍ରମିତ କେଉଁ…

ଶ୍ରୀଲଙ୍କାରେ ପାକିସ୍ତାନ ଭଳି ସ୍ଥିତି: ଗାଦିରୁ ହଟିବେ କି ରାଜପକ୍ଷ ଭାଇ?

କନକ ବ୍ୟୁରୋ: ଏବେ ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଶ୍ରୀଲଙ୍କା । ଏବଂ ଏହାରି ଭିତରେ ଶ୍ରୀଲଙ୍କା ରାଜନିତୀରେ ମଧ୍ୟ ବଡ ଧରଣର ହଲଚଲ ସୃଷ୍ଟି ହୋଇଛି । ବୁଧବାରଠୁ ଶ୍ରୀଲଙ୍କା ସଂସଦ ଅଧିବେଶନ ଆରମ୍ଭ ହୋଇଛି । ଅଧିବେଶନର ପ୍ରଥମ ଦିନରୁ ହିିଁ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ସେ ଓ…

ମହାରାଷ୍ଟ୍ରରେ ଜାରି ରହିଛି ଧର୍ମକୁ ନେଇ ରାଜନୀତି: ହନୁମାନ ଚାଳିଶା ଗାନ କରି ଗିରଫ ହୋଇଥିବା ରାଣା ଦମ୍ପତିଙ୍କୁ…

କନକ ବ୍ୟୁରୋ: ଆଜାନ ବନାମ ହନୁମାନ ଚାଳିଶାକୁ ନେଇ ମହାରାଷ୍ଟ୍ରରେ ତେଜିବାରେ ଲାଗିଛି ରାଜନୀତି । ଏହାରି ଭିତରେ ରାଜଦ୍ରୋହ ଦଫାରେ ଗିରଫ ହୋଇଥିବା ରଣା ଦମ୍ପର୍ତିଙ୍କୁ ବେଲ ମିଳିଛି । ସେପଟେ ରାଜ ଠାକରେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଗଣେଶ ଚତୁର୍ଥି ଉତ୍ସବ ସମୟରେ କେବଳ ୧୫ ଦିନ…

ମହାରାଷ୍ଟ୍ରରେ ଥମୁନି ଆଜାନ-ହନୁମାନ ଚାଲିଶା ବିବାଦ: ରାଜ୍ୟର ବିଭିନ୍ନ ସ୍ଥାନରୁ ୨୫୦ରୁ ଅଧିକ ଏମଏନଏସ କର୍ମୀ ଅଟକ

କନକ ବ୍ୟୁରୋ: ମହାରାଷ୍ଟ୍ରରେ ଆଜାନ ଓ ହନୁମାନ ଚାଳିଶା ବିବାଦ ଚରମ ସୀମାରେ ପହଁଚିଛି । ମସଜିଦରେ ଲାଉଡସ୍ପିକର ବ୍ୟବହାର ବନ୍ଦ ନହେବା ପର୍ଯ୍ୟନ୍ତ ଏହା ବିରୋଧରେ ପ୍ରତିବାଦ ଜାରି ରହିବ ବୋଲି କହିଛନ୍ତି ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ । ସେପଟେ ୨୦୦୮ର ଏକ ମାମଲାରେ ରାଜ…