ବିଳମ୍ବିତ ରାତି ଯାଏଁ ଟିକେଟ କସରତ । ବିଜେପି ବିଧାନସଭା ପ୍ରାର୍ଥୀ ତାଲିକା କେବେ?

କନକ ବ୍ୟୁରୋ: ବିଜେଡି ପରେ ବିଜେପି ଘୋଷଣା କରିପାରେ ବିଧାନସଭା ପ୍ରାର୍ଥୀ ତାଲିକା । ଦିଲ୍ଲୀରେ ରାଜ୍ୟ ବିଜେପି ନେତୃତ୍ୱଙ୍କ ସହ ଜେପି ନଡ୍ଡା, ଅମିତ ଶାହଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । ବିଳମ୍ବିତ ରାତି ଯାଏଁ କୋର କମିଟି ବୈଠକରେ ଆଲୋଚନା କରାଯାଇଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ,…

ଆରମ୍ଭ ହେଲାଣି ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର । ବ୍ରହ୍ମଗିରିରେ ଉମାକାନ୍ତ ସାମନ୍ତରାୟଙ୍କ ବାଇକ୍ ରାଲି ।

କନକ ବ୍ୟୁରୋ: ଟିକେଟ ଘୋଷଣା ପରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳି ଯାଇ ପ୍ରଚାର ଆରମ୍ଭ କରିଛନ୍ତି ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ । କୃଷ୍ଣପ୍ରସାଦ ବ୍ଲକରୁ ପ୍ରଥମ କରି ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି ବିଧାୟକ । ନିଜ ସମର୍ଥକମାନଙ୍କୁ ନେଇ ପାଇକେରା ପୁର ଛକ ଠାରୁ ଚିଲିକା…

ବିଜେଡି ଟିକେଟକୁ ନେଇ ପ୍ରାର୍ଥୀ ଅସନ୍ତୋଷ । ଦଳ ବିରୋଧରେ ଦେଲେ ପରାଜୟର ନାରା ।

କନକ ବ୍ୟୁରୋ: ଟିକେଟ ମିଳିନଥିବା ବେଳେ ଗଜପତି ମୋହନାରେ ପ୍ରାର୍ଥୀଙ୍କୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି । ନିର୍ବାଚନ ମଣ୍ଡଳୀର ବିଜେଡିର ଅନେକ ଆଶାୟୀ ପ୍ରାର୍ଥୀ ଅଛନ୍ତି । ହେଲେ ୨୦୧୯ରେ ପ୍ରାର୍ଥୀ ହୋଇଥିବା ପୂର୍ଣ୍ଣବାସୀ ନାୟକ ଅବା ତାଙ୍କ ସ୍ୱାମୀ ଅନ୍ତର୍ଯ୍ୟାମୀ ଗମାଙ୍ଗକୁ ଟିକେଟ…

ଧର୍ମଶାଳାରେ ପ୍ରଣବ ବଳବନ୍ତରାୟଙ୍କୁ ବିରୋଧ । ମନସ୍ତାପରେ ବିଜେଡିରୁ ଇସ୍ତଫା ଦେଲେ ସତୀଶ ବିଶ୍ୱାଳ ।

କନକ ବ୍ୟୁରୋ: ଯାଜପୁର ଧର୍ମଶାଳାରେ ପ୍ରଣବ ବଳବନ୍ତରାୟଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରି ବିଜେଡିରୁ ଇସ୍ତଫା ଦେଇଛନ୍ତି ସ୍ଥାନୀୟ ନେତା ସତୀଶ ବିଶ୍ୱାଳ । ଆଗାମୀ ବିଧାନସଭା ନିର୍ବାଚନରେ ସେ ସ୍ୱାଧୀନ ଭାବେ ଲଢିବାକୁ ସମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ସତୀଶ ବିଶ୍ୱାଳ ପୂର୍ବରୁ…

ଲାଞ୍ଚ ନେଉଥିବାବେଳେ ଧରାପଡିଲେ ରାଜସ୍ୱ ବିଭାଗ କିରାଣୀ । ମାଡି ବସିଲା ଭିଜିଲାନ୍ସ ।

କନକ ବ୍ୟୁରୋ: ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ । ୩୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଛନ୍ତି ରାଜସ୍ୱ ବିଭାଗର ଅବସରପ୍ରାପ୍ତ ମୁଖ୍ୟ କିରାଣୀ ନରେନ୍ଦ୍ର କୁମାର ଚନ୍ଦ୍ରକାର । ଅବସରରେ ପରେ ସେ ସ୍ୱତନ୍ତ୍ର ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ । ଏକ ଜମି ମାମଲାର ସମାଧାନ ପାଇଁ ଜଣେ…

କେଜ୍ରିୱାଲଙ୍କୁ ମିଳିଲାନି ଆଶ୍ୱସ୍ତି । ଏପ୍ରିଲ ୧ ତାରିଖ ଯାଏଁ ବଢିଲା ଇଡି ରିମାଣ୍ଡ ଅବଧି ।

କନକ ବ୍ୟୁରୋ: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲାନି ଆଶ୍ୱସ୍ତି । ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରିମାଣ୍ଡ ଅବଧି ବୃଦ୍ଧି କରିଛି । ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଏହାକୁ ଏପ୍ରିଲ ପହିଲା…

ଗ୍ୟାଙ୍ଗଷ୍ଟର ମୁଖତାର ଆନସାରୀ ମୃତ୍ୟୁକୁ ନେଇ ଉତ୍ତରପ୍ରଦେଶରେ ଉତ୍ତେଜନା । ସାରା ରାଜ୍ୟରେ ୧୪୪ ଧାରା ଜାରି ।

କନକ ବ୍ୟୁରୋ: ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ମୁଖତାର ଆନସାରୀଙ୍କ ମୃତ୍ୟୁକୁ ନେଇ ଉତରପ୍ରଦେଶରରେ ଉତ୍ତେଜନା । ପରିସ୍ଥିତିକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ୧୪୪ ଧାରା ଜାରି ହୋଇଛି । ଜେଲରେ ଥିବା ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇପଡିଥିଲା । ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ବି…

ବିଜେପି ଛାଡ଼ିଲେ ପ୍ରକାଶ ବେହେରା । କଟକ ଜିଲ୍ଲା ବିଜେପି ସଭାପତି ପଦରୁ ଦେଲେ ଇସ୍ତଫା ।

କନକ ବ୍ୟୁରୋ: ବିଜେପି ଛାଡିଲେ ପ୍ରକାଶ ବେହେରା । କଟକ ବିଜେପି ଜିଲ୍ଲା ସଭାପତି ପ୍ରକାଶ ବେହେରା ବିଜେପିରୁ ଇସ୍ତଫା ଦେଇଛନ୍ତି । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପାଖକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । ୨୦୧୪ରେ ସେ ସାଲେପୁରରୁ କଂଗ୍ରେସ ବିଧାୟକ ହୋଇଥିଲେ । ଏହା ପରେ ୨୦୧୯…

ରାଜ୍ୟରେ ଉପରମୁହାଁ ତାତି । ଆଜି ପାରା ୪୦ଡିଗ୍ରୀ ଛୁଇଁବା ଆଶଙ୍କା ।

କନକ ବ୍ୟୁରୋ: ରାଜ୍ୟରେ ଉପରମୁହାଁ ତାତି । ଆଜି ୪୦ ଡିଗ୍ରୀ ଛୁଇଁବା ଆଶଙ୍କା । ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିବା ନେଇ ପାଣିପାଗ ବିଭାଗର ଆକଳନ । ୫ଟି ସ୍ଥାନରେ ତାପମାତ୍ରା ୩୯ ଡିଗ୍ରୀ ଉପରେ ରେକର୍ଡ । ୩୯ ଦଶମିକ ୮ ଡିଗ୍ରୀ ତାପମାତ୍ରା ସହ ପାରଳାଖେମୁଣ୍ଡି…

ଯୌତୁକ ନିର୍ଯ୍ୟାତନା ଅଭିଯୋଗର ତଦନ୍ତ କରିବାକୁ ଯାଇଥିଲେ । ହରିଣ ଚମଡା ସହ ମିଳିଲା ୫ ଏୟାର ଗନ, ବାଉଁଶ ତୀର କାଠି ।

କନକ ବ୍ୟୁରୋ: ଆଳୁ ଖୋଳୁ ଖୋଳୁ ମିଳିଲା ମହାଦେବ । ଯୌତୁକ ନିର୍ଯ୍ୟାତନା ଅଭିଯୋଗର ତଦନ୍ତ ପାଇଁ ଯାଇଥିବା ବେଳେ ବାଲେଶ୍ୱର ପୁଲିସକୁ ମିଳିଛି ବଡ଼ ସଫଳତା । ଟାଉନ ଥାନା ପୁଲିସ ପକ୍ଷରୁ ବାରବାଟି ଅଞ୍ଚଳରେ ଚଢାଉ କରି ଦୁଇଟି ହରିଣ ଚମଡା ସହ ୫ଟି ଏୟାର ଗନ, ବାଉଁଶ ତୀର କାଠି ଜବତ କରିଛି । ଶୀକାର…