ପୁଣି ହେବ କି ମହାପ୍ରଭୁଙ୍କ ରଘୁନାଥ ବେଶ ? ୧୯୦୫ରେ ଶେଷ ଥର ପାଇଁ ହୋଇଥିଲା ଶ୍ରୀଜିଉଙ୍କ ଦୁର୍ଲଭ ବେଶ; ଶ୍ରୀ ଜଗନ୍ନାଥ…

କନକ ବ୍ୟୁରୋ : ୧୯୦୫ରୁ ଆଉ ହୋଇନାହିଁ ଜଗନ୍ନଥଙ୍କ ବିରଳ ରଘୁନାଥ ବେଶ । ୧୧୭ ବର୍ଷ ଧରି ମହାପ୍ରଭୁଙ୍କ ଏହି ଦୁର୍ବଳ ବେଶ ଦର୍ଶନରୁ ଭକ୍ତଙ୍କୁ ବଞ୍ଚିତ ରଖାଯାଇଛି । ୧୯୮୩ ମସିହାରେ ଶ୍ରୀମନ୍ଦିର ପ୍ରଶାସନ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ କରିବାକୁ ଆଗ୍ରହ ପ୍ରକାଶ କରିଥିଲା । ହେଲେ ଆର୍ଥିକ…

ଜଳ ନୁହେଁ ଜହର ପିଉଛନ୍ତି ଲୋକେ! ସର୍ଭେ ରିପୋର୍ଟ ସାରା ଦେଶ ପାଇଁ ସତର୍କ ଘଣ୍ଟି ।

କନକ ବ୍ୟୁରୋ: ଜଳ ନୁହେଁ ଜହର ପିଉଛନ୍ତି ଦେଶବାସୀ । ଏକଥା ସ୍ୱୀକାର କରିଛନ୍ତି ଖୋଦ୍ ସରକାର । ରାଜ୍ୟସଭାର ପ୍ରଶ୍ନୋତ୍ତର ସମୟରେ ଏହି ତଥ୍ୟ ପ୍ରକାଶ କରିଛନ୍ତି ସରକାର । ରିପୋର୍ଟ ମୁତାବକ, ୨୫ ରାଜ୍ୟର ୨୦୯ ଜିଲ୍ଲାରେ ଜଳ ଜହର ପାଲଟିଛି । କାରଣ ଭୂତଳ ଜଳ ପରୀକ୍ଷଣରୁ ଯାହା ଜଣାପଡିଛି , ଭୂତଳ…

ଗାନ୍ଧୀ ପରିବାର ପାଇଁ ବଢିଲା ଅଡୁଆ, ନ୍ୟାସନାଲ ହେରାଲ୍ଡ କାର୍ଯ୍ୟାଳୟରେ ଇଡିର ଚଢାଉ

କନକ ବ୍ୟୁରୋ : ନ୍ୟାସନାଲ ହେରାଲ୍ଡ ମାମଲାରେ ଗାନ୍ଧୀ ପରିବାର ପାଇଁ ଅଡୁଆ ବଢିବାରେ ଲାଗିଛି । କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ ନେତା ରାହୁଲ ଗାନ୍ଧୀଙ୍କୁ ଇଡିର ଜେରା ପରେ ଆଜି ଦିଲ୍ଲୀସ୍ଥିତି ନ୍ୟାସନାଲ ହେରାଲ୍ଡର କିଛି କାର୍ଯ୍ୟାଳୟରେ ଚଢାଉ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।…

ଓଡିଶାରେ ୧୩ ମୁଖୀ ଓ ୧୦ ମୁଖୀ ବେଲପତ୍ର ଗଛ । ବିରଳ ବେଲ ଗଛ ଦେଖିବାକୁ ଲୋକଙ୍କ ଭିଡ

କନକ ବ୍ୟୁରୋ : ସାଧାରଣତଃ ତ୍ରିମୁଖୀ ବେଲପତ୍ର ଥିବା ସମସ୍ତଙ୍କୁ ଜଣା । ହେଲେ ପଞ୍ଚମୁଖୀ ବେଲପତ୍ର ଶିବଙ୍କ ଅତିପ୍ରିୟ । କିନ୍ତୁ ୧୩ମୁଖୀ, ୧୦ ମୁଖୀ ବେଲପତ୍ର ଥିବା ନେଇ ଚର୍ଚ୍ଚା ହେଉଛି । ସମ୍ବଲପୁର ରହିଛି ୧୩ ମୁଖୀ ଓ ୧୦ ମୁଖୀ ବେଲପତ୍ର ଗଛ । ସମ୍ବଲପୁରର ସୁବାଷ ପାଣିଗ୍ରାହୀଙ୍କ ଘର…

ତାଇକୋଣ୍ଡୋରେ ସ୍ୱର୍ଣ୍ଣ ପଦକ ପାଇଲେ କଟକର ଜ୍ୟୋତିସାଇ କର

କନକ ବ୍ୟୁରୋ : ତାଇକୋଣ୍ଡୋରେ ସ୍ୱର୍ଣ୍ଣ ପଦକ ପାଇଛନ୍ତି କଟକର ଜ୍ୟୋତିସାଇ କର । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ତାଇକୋଣ୍ଡୋ ପାଇଁ ବେଶ ସଫଳତା ପାଇଛନ୍ତି ଜ୍ୟୋତିସାଇ । ପାଠପଢ଼ା ସହ ତାଇକୋଣ୍ଡୋ ପାଇଁ ପ୍ରତି ଦିନ ୨ରୁ ୩ ଘଣ୍ଟା ସମୟ ଅଭ୍ୟାସ କରନ୍ତି । କଟକ ସିଡିଏ ସେକ୍ଟର ୬ରେ ରହୁଥିବା…

ଆହ୍ଳାବାଦ ହାଇକୋର୍ଟରେ ନିଯୁକ୍ତ ୮୪୧ ଓକିଲଙ୍କୁ ହଟାଇଲେ ଯୋଗୀ ସରକାର, ଜାଣନ୍ତୁ କାରଣ

କନକ ବ୍ୟୁରୋ : ଉତ୍ତର ପ୍ରଦେଶରେ ଯୋଗୀ ସରକାର ୫୪୧ ଜଣ ସରକାରୀ ଓକିଲଙ୍କୁ ହଟାଇ ଦେଇଛନ୍ତି । ଏନେଇ ରାଜ୍ୟ ସରକାର ଏକ ଆଦେଶ ଜାରି କରିଛନ୍ତି । ଜାରି ହୋଇଥିବା ଆଦେଶ ମୁତାବକ ଆହ୍ଲାବାଦ ହାଇକୋର୍ଟରେ ନିଯୁକ୍ତ ୮୪୧ ଜଣ ସରକାରୀ ଓକିଲଙ୍କ ସେବା ବନ୍ଦ କରାଯାଇଛି । ପ୍ରୟାଗରାଜରେ ଆହ୍ଲାବାଦ…

ମାଟି ତଳେ ପେଟ୍ରୋଲ ! ଅନ୍ୱେଷଣ ପାଇଁ ଡ୍ରିଲିଂ ହେବ, ଜମି ଚିହ୍ନଟ; ୩୭ ହିତାଧିକାରୀଙ୍କୁ ଚେକ୍ ପ୍ରଦାନ

କନକ ବ୍ୟୁରୋ : ପୁରୀରେ ମିଳିଲା ପେଟ୍ରୋଲ । ଜିଲ୍ଲାର ଗୋପ ତହସିଲର ୨ଟି ସ୍ଥାନରୁ ମିଳିଛି ପେଟ୍ରୋଲ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ । ତେବେ ବଡକଥା ହେଉଛି ସର୍ଭେ ପ୍ରକ୍ରିୟା ଶେଷ ହେବା ପରେ ଅଏଲ ଇଣ୍ଡିଆର ଜେନେରାଲ ମ୍ୟାନେଜର ଓ ୧୦ ଜଣିଆ ଟିମ୍ ପହଞ୍ଚିି ଗୋପରେ ୩୭ ଜଣ ହିତାଧିକାରୀଙ୍କୁ ଚେକ୍…

ଭାରତରେ ଏସୀୟା ମହାଦେଶର ଦାମୀ ହୋଟେଲ । ରାତିକ ଖର୍ଚ୍ଚ ୩୩ ଲକ୍ଷ

କନକ ବ୍ୟୁରୋ: ଦାମୀ ହୋଟେଲ କହିଲେ ତା’ର ଆସବାବପତ୍ର ତଥା ସାଜସଜ୍ଜାଠାରୁ ଆରମ୍ଭ କରି ରହଣି ଖର୍ଚ୍ଚ ଓ ସବୁ ପ୍ରକାର ଅତ୍ୟାଧୁନିକ ସୁଖସୁବିଧାକୁ ବୁଝାଇଥାଏ । ଏହି ଧାରାରେ  ଭାରତରେ ଏପରି ଏକ ହୋଟେଲ ଅଛି ଯାହା କେବଳ ଭାରତର ନୁହେଁ ବରଂ ଏସୀଆର ସବୁଠୁ ଦାମୀ ହୋଟେଲ ବୋଲି କୁହାଯାଉଛି ।…

ଚଳିତମାସ ଜିଓ ଲଂଚ କରିବାକୁ ଯାଉଛି ୫ଜି ସେବା, ଜାଣନ୍ତୁ କେଉଁ ତାରିଖରେ ହେବ ଲଂଚ୍

କନକ ବ୍ୟୁରୋ : କିଛିଦିନ ତଳେ ଦେଶରେ ୫ଜି ସେବା ନେଇ ନିଲାମୀ ସମାପ୍ତ ହୋଇଛି । ନିଲାମୀ ପରେ ପ୍ରଥମେ ଜିଓ ସାରା ଦେଶରେ ୫ଜି ସେବା ଯୋଗାଇଦେବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ହେଲେ ଅନ୍ୟ କମ୍ପାନୀମାନଙ୍କ ଭଳି ଜିଓ ୫ଜି ସେବାର ଟ୍ରାଏଲ ଓ ପ୍ଲାନକୁ ନେଇ ବିଶେଷ କିଛି ସୂଚନା ଦେଇନାହିଁ ।…