ଲୁଟେରାଙ୍କୁ ମାତ୍ ଦେଲେ ସାହସୀ ସତ୍ୟ ! ଦୁର୍ବୃତ୍ତଙ୍କ କଟୁରୀ ଛଡାଇ ଆଣି, କଲେ ପାଲଟା ଆକ୍ରମଣ ।

କନକ ବ୍ୟୁରୋ : ରାତି ଅଧରେ ରାଜଧାନୀ ରାଜରାସ୍ତାରେ ଲୁଟେରାଙ୍କ ସହ ଲଢେଇ । ସାହସ ଦେଖାଇଲେ ଔଷଧ ବ୍ୟବସାୟୀ । ଖଣ୍ଡଗିରି ଅଂଚଳରେ ଜଣେ ବ୍ୟବସାୟୀଙ୍କୁ ଟାର୍ଗେଟ କରିଥିଲେ କିଛି ଲୁଟେରା । କଟୁରିରେ ଆକ୍ରମଣ ସାଙ୍ଗକୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ ବ୍ୟବସାୟୀଙ୍କୁ । କିନ୍ତୁ ବ୍ୟବସାୟୀଙ୍କ…

ଭୁବନେଶ୍ୱରରେ ଅପରାଜିତାଙ୍କ ଅଫିସ : ଖୁବଶୀଘ୍ର ଆରମ୍ଭ ହେବ ପଲିଟିକାଲ୍ ଇନିଂସ!

କନକ ବ୍ୟୁରୋ: ପ୍ରଶାସକରୁ ରାଜନେତା ବନିବାକୁ ଯାଉଥିବା ଚର୍ଚ୍ଚା ଭିତରେ ସାମ୍ନାକୁ ଆସିଛି ଅପରାଜିତା ଷଡଙ୍ଗୀଙ୍କ ଅଫିସ । ଭୁବନେଶ୍ୱରରେ ସେ ଏକ ଅଫିସ ଖୋଲି ସେଠାକୁ ମଝିରେ ମଝିରେ ଯାଉଛନ୍ତି । ଏହି ଅଫିସ ଫୁଲ୍ ଦମରେ କାର୍ଯ୍ୟକ୍ଷମ ହୋଇନାହିଁ ସତ, ତେବେ ନୂଆ କ୍ୟାରିୟର ପାଇଁ ଫୁଲ ଦମରେ ସେ…

କେମିତି ଅଛି ସୁନ୍ଦରୀ ? ବାଘୁଣୀର ସ୍ୱାସ୍ଥ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ, ସତ ଲୁଚାଉଛି କି ବନ ବିଭାଗ ?

କନକ ବ୍ୟୁରୋ : ସାତକୋଶିଆରେ ମଧ୍ୟପ୍ରଦେଶର ମହାବଳ ବାଘ ମହାବୀରର ହଠାତ୍ ମୃତ୍ୟୁ ପରେ ସୁନ୍ଦରୀକୁ ନେଇ ସୃଷ୍ଟି ହୋଇଛି ସନ୍ଦେହ । ଟ୍ରାଙ୍କୁଲାଇଜ ପରେ ବାଘୁଣୀ ସୁ୍ନ୍ଦରୀକୁ ରାଇଗୁଡା ଜଙ୍ଗଲ ଏନକ୍ଲୋଜରରେ ରଖାଯାଇଥିବା ବେଳେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ବନ ବିଭାଗ କହୁଛି । ସେପଟେ…

ସୀମା ଟପିଲା ଦୁର୍ନୀତି, ଧାନ ବୋହୁଛି ଦଦରା ସ୍କୁଟର: ମୋଟର ସାଇକେଲକୁ ଭାରିଯାନ ଦର୍ଶାଇ ଧାନକିଣାରେ ଶହେ କୋଟିର…

କନକ ବ୍ୟୁରୋ: ଧାନର ସହାୟକ ମୂଲ୍ୟ ନେଇ ବିଧାନସଭା ହୁଲସ୍ତୁଲ ହେଉଥିବା ବେଳେ ବରଗଡ ଜିଲ୍ଲାରୁ ଆସିଛି ଧାନକିଣା ନେଇ ସାଂଘାତିକ ଅଭିଯୋଗ । ଆଖିରେ ଆଂଗୁଠି ଗେଂଜି କୋଟି କୋଟି ଟଙ୍କା ହଡପ ହୋଇଥିବା ଅଭିଯୋଗ ହୋଇଛି । ସ୍କୁଟର, ସ୍କୁଟି ଏବଂ ମୋଟର ସାଇକେଲକୁ ଭାରି ଯାନ ଦର୍ଶାଇ ଧାନ କିଣାରେ ଶହ…

ଅଭିଜିତଙ୍କୁ ‘ଓଡ଼ିଶା’ ପାଠ ପଢ଼ିବାକୁ ପରାମର୍ଶ

କନକ ବ୍ୟୁରୋ: ଅଭିଜିତ୍ ଆୟାରଙ୍କୁ କ୍ଷମା ଦେଲା ବିଧାନସଭା । ତେବେ ଓଡ଼ିଶାର କଳା ସଂସ୍କୃତି ଓ ଇତିହାସ ସଂପର୍କରେ ପଢ଼ିବାକୁ ତାଙ୍କୁ ପରାମର୍ଶ ଦେଇଛନ୍ତି ଗୃହ କମିଟି । ଏ ନେଇ ପୁସ୍ତକ ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ଅନୁରୋଧ କରାଯାଇଛି । ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଓ ବିଧାୟକଙ୍କ…

ଚୀନକୁ କଡା ଟକ୍କର ଦେବ ଭାରତ ! ଆମେରିକାରୁ ଆସିବ ୨୪ଟି ରୋମିଓ ସିହକ୍ ହେଲିକପ୍ଟର ।

ଭାରତ ଆମେରିକାରୁ ୨୪ଟି ଆଣ୍ଟି-ସବମେରିନ୍ ରୋମିଓ ହେଲିକପ୍ଟର କିଣିବ ବୋଲି ଜଣାପଡ଼ିଛି । ୨ ବିଲିୟନ୍ ଡଲାର୍ ବ୍ୟୟରେ ହେଲିକପ୍ଟର୍ ଖରିଦ କରାଯିବ ବୋଲି ସୂଚନା ମିଳିଛି । ଭାରତ ମହାସାଗରରେ ଚୀନର ଉପଦ୍ରବ ବୃଦ୍ଧି ପାଉଥିବାରୁ ଏହାର ମୁକାବିଲା ଲାଗି ଏହି ଅତ୍ୟାଧୁନିକ ହେଲିକପ୍ଟର ଭାରତ ପାଇଁ…

ରାଜନୈତିକ ଦଳର ମିଛ ଇସ୍ତାହାର ଶୁଣିବେ ନାହିଁ ଆଦିବାସୀ ମଣିଷ ! ରାଜନୈତିକ ଦଳମାନଙ୍କୁ ନିଜ ଦାବି ଜଣାଇବା ପାଇଁ…

କନକ ବ୍ୟୁରୋ: ଆମ ଭୋଟ ଆମ ଇସ୍ତାହାର । ଆଗମି ନିର୍ବାଚନ ଲାଗି ରାଜନୌତିକ ଦଳ ଅଂଟା ଭିଡୁ ଥିବା ବେଳେ ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲାରେ ଏବେ ଭୋଟର ମାନେ ମଧ୍ୟ ନିର୍ବାଚନ ଲାଗି ପ୍ରସ୍ତୁତି ଚଳାଇଛନ୍ତି । ରାଜନୈତିକ ଦଳ ଗୁଡିକ ଭୋଟ ଆଗରୁ ଫାଙ୍କା ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରି…

ଚମକିବ ଭୁବନେଶ୍ୱର ! ହକି ପାଇଁ ୬୭ କୋଟି ଟଙ୍କାର ବ୍ୟୟ ଅଟକଳ ।

କନକ ବ୍ୟୁରୋ : ହକି ବିଶ୍ୱକପକୁ ନେଇ ଚଳଚଞ୍ଚଳ ହୋଇଉଠିଛି ପୁରା ରାଜଧାନୀ । ବିଶ୍ୱକପକୁ ଆଉ ମାତ୍ର ୯ ଦିନ ବାକି ରହିଥିବା ବେଳେ ସମସ୍ତ ପ୍ରସ୍ତୁତି ମଧ୍ୟ ପାଖାପାଖି ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଲାଣି । ପୁରୁଷ ବିଶ୍ୱ କପ ହକି କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ବେଳେ ବିଶ୍ୱକପ…

ଧିରେ ଧିରେ କୁହୁଳୁଛି ବହ୍ମ ବିଭ୍ରାଟ ନିଆଁ ! କ୍ଷୋଭ ପ୍ରକାଶ କଲେ ଗଜପତି ମହାରାଜ ।

କନକ ବ୍ୟୁରୋ: ବ୍ରହ୍ମ ବ୍ରିଭାଟକୁ ନେଇ ମୁହଁ ଖୋଲିଲେ ଗଜପତି ମହାରାଜ । ୨୦୧୫ ମସିହାରେ ହୋଇଥିବା ବ୍ରହ୍ମ ବିଭ୍ରାଟ ଘଟଣାକୁ ନେଇ ଅସନ୍ତୋଷର ନିଆଁ ତେଜିବାରେ ଲାଗିଛି । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ। ଦାରୁ ଫିକ୍ସିକୁ ସେ ଆଧ୍ୟାତ୍ମିକ…

କୌଣସି ଯାନରେ ନୁହେଁ ବରଂ ଦୌଡିକି ଆସିଲେ ସଭାସ୍ଥଳୀ। କାର୍ଯ୍ୟକ୍ରମରେ ସାମିଲ ହେବାକୁ ୧୬ କିମି ପର୍ଯ୍ୟନ୍ତ ଦୌଡି ଦୌଡି…

ସାଧାରଣତଃ କୌଣସି କାର‌୍ୟ୍ୟକ୍ରମରେ ବଡ଼ ଅଧିକାରୀଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲେ ସେମାନେ ସ୍ୱତନ୍ତ୍ର ପ୍ରସ୍ତୁତି କରି ଆସି ଥାଆନ୍ତି। ନିକଟରେ ତେଲଙ୍ଗାନାର ମୁଖ୍ୟ ସଚିବ (ଗୃହ ବିଭାଗ)ଏକ କାର‌୍ୟ୍ୟକ୍ରମରେ ସାମିଲ ହେବାକୁ ପହଞ୍ଚିଛନ୍ତି କିନ୍ତୁ କାର କିମ୍ବା କୌଣସି ଯାନରେ…