ଜବତ ହେଲା ଧାନ ବୋଝେଇ ଟ୍ରକ ! ଜୟପାଟଣାରୁ ଆନ୍ଧ୍ରପ୍ରଦେଶକୁ ହେଉଥିଲା ଚୋରା ଚାଲାଣ

27

କନକ ବ୍ୟୁରୋ : ଜବତ ହେଲା ଧାନ ବୋଝେଇ ଟ୍ରକ । ଜୟପାଟଣାରୁ ଆନ୍ଧ୍ରପ୍ରଦେଶକୁ ଧାନ ଚୋରା ଚାଲାଣ ହେଉଥିବା ବେଳେ ୧୮ ଚକିଆ ଟ୍ରକ ଜବତ କରିଛି ପୁଲିସ । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକରେ ଧାନ ଚୋରା ଚାଲଣ ହେଉଥିବା ଅଭିଯୋଗ ହୋଇଛି । ଡ୍ରାଇଭରକୁ ଅଟକ ରଖି ଘଟଣାର ତଦନ୍ତ କରୁଛି ଉଭୟ ଯୋଗାଣ ବିଭାଗ ଓ ପୁଲିସ ।