କୁକୁର ପାଇଛି ଗିଫ୍ଟ୍ ! ଆଇଫୋନ୍ ୭ର ବିରଳ ମାଲିକ

38

ମାର୍କେଟକୁ ଆସିଗଲାଣି ଆଇଫୋନ ୭ । ଆଉ ଏହାକୁ ହାତେଇବାକୁ ଯୁବପିଢୀଙ୍କ ଭିତରେ ପ୍ରବଳ ଆଗ୍ରହ। କିନ୍ତୁ ମୁଲ୍ୟ ଉଚ୍ଚା ରହିଥିବାରୁ ଆଇଫୋନ୍ କିଣିବାର ଇଛା ଟିକେ କମିଯାଉଛି । ତେବେ ଚୀନର ଜଣେ ଯୁବକ ସିକୋଙ୍ଗ୍ ତାଙ୍କ ପୋଷା କୁକୁର କୋକୋ ପାଇଁ ଗୋଟିଏ ନୁହେଁ ବରଂ ୮ଟି ଆଇଫୋନ୍ କିଣିଦେଇଛନ୍ତି । କେବଳ ଆଇଫୋନ୍ ନୁହଁ ବରଂ ଆଇଫୋନ୍ ୱାଚ୍ ବି ଏହି ପୋଷା କୁକୁୁର ପାଇଁ କିଣିଦେଇଛନ୍ତି ।