ଓସ୍କାର ଚିଟପଣ୍ଡ ଠକେଇ ମାମଲା : ଇଓଡବ୍ଲ୍ୟୁ କାର୍ଯ୍ୟାଳୟରେ ବି.କେ.ଶର୍ମାଙ୍କ ପ୍ରେସ ମିଟ୍

24

କଟକ ବ୍ୟୁରୋ, କନକ ନ୍ୟୁଜ୍ : ଓସ୍କାର ଚିଟଫଣ୍ଡ ଠକେଇ ମାମଲାରେ ସ୍ପେଶାଲ ଡିଜି କ୍ରାଇମବ୍ରାଂଚ ବି.କେ. ଶର୍ମାଙ୍କ ପ୍ରେସ ମିଟ୍ । ଫିଲ୍ମରେ ଲାଗିଛି ଓସ୍କାର ଚିଟଫଣ୍ଡ ସଂସ୍ଥାର ଟଙ୍କା । ଫିଲ୍ମରେ ଟଙ୍କା ଖର୍ଚ୍ଚ ନେଇ ତଦନ୍ତ କରାଯିବ । ପ୍ରଭାସଙ୍କୁ ୧୫ ଦିନିଆ ରିମାଣ୍ଡରେ ଆଣି ତଦନ୍ତ କରିବ କ୍ରାଇମବ୍ରାଂଚ୍ ।