ଓଡିଶା ବାହାରେ ପ୍ରଭାସଙ୍କ କାରନାମା : କିପରି ଗୁଜରାଟିଙ୍କୁ ଲୁଟିଥିଲେ ପ୍ରଭାସ?

25

ବ୍ରହ୍ମପୁର ବ୍ୟୁରୋ, କନକ ନ୍ୟୁଜ୍ : ଚିଟଫଣ୍ଡ ସଂସ୍ଥା ଓସ୍କାର ବିରୋଧରେ ମେଳି । ବ୍ରହ୍ମପୁରରେ ଏକାଠି ହୋଇଛନ୍ତି ଗୁଜୁରାଟର କ୍ଷତିଗ୍ରସ୍ତ ଜମାକାରୀ । ଆସନ୍ତାକାଲି ସେମାନେ କ୍ରାଇମବ୍ରାଂଚ ଅଫିସରେ ଫେରାଦ ହେବେ । ପୂର୍ବରୁ ବ୍ରହ୍ରପୁରରେ ମଧ୍ୟ ସଂସ୍ଥା ବିରୋଧରେ ରାଲି କରିଥିଲେ ଜମାକାରୀ ।