ଓସ୍କାର ଚିଟଫଣ୍ଡ ଠକେଇ ମାମଲା : ଆଜି ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟରେ ହାଜର ହେଲେ ସଂସ୍ଥା ମୁଖ୍ୟ ପ୍ରଭାସ ରାଉତ

15

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଓସ୍କାର ଚିଟଫଣ୍ଡ ଠକେଇ ମାମଲା । ଆଜି ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟରେ ହାଜର ହୋଇଛନ୍ତି ସଂସ୍ଥା ମୁଖ୍ୟ ପ୍ରଭାସ ରାଉତ । ପ୍ରଭାସଙ୍କ ସହ ଅନ୍ୟ ୪ ସହଯୋଗୀ ମଧ୍ୟ ହାଜିର ହୋଇଛନ୍ତି । ଜୁଲାଇ ୧୧ରେ ପରବର୍ତି ହାଜିରା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।