ଓସ୍କାର ଚିଟଫଣ୍ଡ ଠକେଇ ନେଇ ଗୁଜୁରାଟ ଗଲା କ୍ରାଇମବ୍ରାଂଚର ୩ ଜଣିଆ ଟିମ୍

13

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓସ୍କାର ଚିଟଫଣ୍ଡ ଠକେଇ ନେଇ ଗୁଜୁରାଟ ଗଲା କ୍ରାଇମବ୍ରାଂଚର ୩ ଜଣିଆ ଟିମ୍ । ଡିଏସପିଙ୍କ ନେତୃତ୍ୱରେ ଯାଇଛି ଏହି ଟିମ୍  । ସେଠାରେ ଓସ୍କାର ଚିଟଫଣ୍ଡର ଠକେଇ ନେଇ ତଦନ୍ତ ହେବ  ।