କନକ ବ୍ୟୁରୋ : ଅପରେସନ ବ୍ଲାକ୍ ସ୍ପଟ୍। ଶିଳ୍ପ ପ୍ରତିଷ୍ଠା ନାଁରେ ଚାରି ବିଜେଡି ବିଧାୟକ ଲାଂଚ ମାଗିବା ଘଟଣା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା । ଶାସକ ଦଳକୁ ଅଡୁଆରୁ ବଂଚାଉଛି ପୁଲିସ ପ୍ରଶାସନ। ୪ ବିଧାୟକଙ୍କୁ ଦଳରୁ ବିଦା କରନ୍ତୁ ମୁଖ୍ୟମନ୍ତ୍ରୀ । ଭିଜିଲାନ୍ସ ନୁହେଁ ସିବିଆଇକୁ ଦିଆଯାଉ ତଦନ୍ତ ଭାର। ଲାଂଚ ଘଟଣାର ନିରପେକ୍ଷ ତଦନ୍ତ କରାଯାଉ।