ଶିଳ୍ପ ପ୍ରତିଷ୍ଠା ପାଇଁ ୪ ବିଧାୟକଙ୍କ ଲାଂଚ ମାଗିବା ଘଟଣା : ତଦନ୍ତ ପାଇଁ ଗଠନ ହୋଇଛି ୫ ଟି ଟିମ୍

19

କଟକ ବ୍ୟୁରୋ, କନକ ନ୍ୟୁଜ୍ : ଶିଳ୍ପ ପ୍ରତିଷ୍ଠା ପାଇଁ ୪ ବିଧାୟକଙ୍କ ଲାଂଚ ମାଗିବା ଘଟଣା ଭିଜିଲାନ୍ସ ନିର୍ଦେଶକ ଆର.ପି. ଶର୍ମାଙ୍କ ସୂଚନା ତଦନ୍ତ ପାଇଁ ଗଠନ ହୋଇଛି ୫ ଟି ଟିମ୍ । ଫରେନସିକ ଲ୍ୟାବରେ ଅଡିଓ ଏବଂ ଭିଡିଓର ହେବ ଯାଂଚ । ସମସ୍ତ ତଥ୍ୟକୁ ଆଧାର କରି ତଦନ୍ତ କରିବ ଭିଜିଲାନ୍ସ । ନିରପେକ୍ଷ ତଦନ୍ତ ପାଇଁ ସମ୍ପୃକ୍ତ ସମସ୍ତଙ୍କୁ ପଚରାଉଚରା କରାଯିବ । ତଦନ୍ତବେଳେ ଚାପର ବଶବର୍ତୀ ହେବନି ଭିଜିଲାନ୍ସ । ଆର.ପି. ଶର୍ମା କଣ କହିଛନ୍ତି ଦେଖିବା ଏହି ଭିଡିଓରେ :