ଅପରେସନ୍ ବ୍ଲାକସ୍ପଟ୍ କନକ ନ୍ୟୁଜର ମହାଖୁଲାସା : ବିରୋଧରେ ରାଜ୍ୟସାରା ବିକ୍ଷୋଭ ଓ ପ୍ରତିବାଦ

31

କନକ ବ୍ୟୁରୋ : ଅପରେସନ୍ ବ୍ଲାକସ୍ପଟ୍ କନକ ନ୍ୟୁଜର ମହାଖୁଲାସା ପରେ ରାଜ୍ୟର ସବୁଆଡେ ଦେଖାଦେଇଛି ତୀବ୍ର ପ୍ରତିକ୍ରିୟା। ଡିଲ୍ ବେଳେ କ୍ୟାମେରାରେ ଧରାପଡିଲେ ଚାରିଜଣ ବିଧାୟକ । ଧରାପଡିଥିଲା ୪ ଜଣ ବିଧାୟକଙ୍କ ଅସାଧୁ ଡିଲ୍। ବିଧାୟକ ମାନଙ୍କ ମହାଖୁଲାସା ପରେ ଦେଖାଦେଇଛି ପ୍ରତିକ୍ରିୟା । କରଂଜିଆରେ ବିଜେପି କରିଛି ରାସ୍ତାରୋକ । ଛେଣ୍ଡିପଦାରେ ମଧ୍ୟ ବିଜେପି ପକ୍ଷରୁ୧୨ ଘଂଟିଆ ବନ୍ଦ ପାଳନ କରାଯାଇଛି ।