ଜୀବନ ଜିଇଁବାର କଳା

27

କ୍ୟାନସର ହେଉଛି ମୃତ୍ୟୁର ସ୍ପର୍ଶ । ଜୀବନ ସେଇଠି ସରିଯାଏ ଯେତେବେଳେ କ୍ୟାନସର ରୋଗ ସମ୍ବନ୍ଧରେ ଜଣାପଡେ । ସାଧାରଣ ଜୀବନରେ ଏହି ଧାରଣା ବଳବତର ରହିଛି । ଆଧୁନିକ ଯୁଗରେ ମେଡିକାଲ ସାଇନ୍ସ ରେ ବହୁତ ଉନ୍ନତି ହୋଇଥିବା ସତ୍ୱେ ,ଏବଂ ଲୋକଙ୍କ ପାଖରେ ଚିକିସାô ସୁବିଧାରେ ପହଂଚିପାରୁଥିଲେ ମଧ୍ୟ ଏହି ଧାରଣା କି ମାନସିକତା ଲୋକଙ୍କ ଭିତରୁ ବଦଳି ପାରୁନାହିଁ । ଲୋକଙ୍କର ଧାରଣା ରହିଛି କ୍ୟାନସର ମାନେ ମୃତ୍ୟୁ । କିନ୍ତୁ ଏହାକୁ ଭୁଲ ପ୍ରମାଣିତ କରିଛନ୍ତି ସ୍ନେହ ରାଉତରାୟ । କିଭଳି କ୍ୟାନସର ବିରୋଧରେ ସେ ତାଙ୍କର ସଂଗ୍ରାମ ଜାରି ରଖିଛନ୍ତି ଏବଂ କ୍ୟାନସରରୁ ସଂପୂର୍ଣ୍ଣ ମୁକ୍ତ ହୋଇଛନ୍ତି ଆସନ୍ତୁ ଶୁଣିବା ତାଙ୍କ ମୁହଁରୁ ।: