ଶଶିଭୂଷଣ ବେହେରା ଓ ସୁଦାମ ମାରାଣ୍ଡିଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର

51

ଶିଳ୍ପ ପ୍ରତିଷ୍ଠା ପାଇଁ ଲାଂଚ ମାଗି ଚର୍ଚ୍ଚାକୁ ଆସିଛନ୍ତି ବିଜେଡିର ୪ ବିଧାୟକ । ଆଉ କ୍ୟାମେରାରେ ସେମାନଙ୍କ କେଳେଙ୍କାରୀ ଧରାପଡିବା ପରେ ଭିଜିଲାନ୍ସ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଏହି ବିଧାୟକ ମାନଙ୍କ ପ୍ରତି ଦଳର ଆଭିମୁଖ୍ୟ ଓ ପରବର୍ତ୍ତୀ ପଦକ୍ଷେପ କଣ ରହିଛି ଜାଣିବା ପାଇଁ ଦେଖନ୍ତୁ ୱାନ୍ ଟୁ ୱାନର ଏହି ଏପିସୋଡରେ ।