ଏସସିବିରେ ଡେଙ୍ଗୁରେ ଆଉ ଜଣେ ରୋଗୀଙ୍କ ମୃତ୍ୟୁ

21

କଟକ ବ୍ୟୁରୋ, କନକ ନ୍ୟୁଜ୍ : ଏସସିବିରେ ଡେଙ୍ଗୁରେ ଆଉ ଜଣେ ରୋଗୀଙ୍କ ମୃତ୍ୟୁ । ଏନେଇ ଏସସିବି ମେଡିକାଲ କର୍ତୃପକ୍ଷ ସୂଚନା ଦେଇଛନ୍ତି । ମୃତକ ଜଣକ ହେଉଛନ୍ତି ଜଗତପୁର ଆତୁଡା ଅଂଚଳର ଚତୁର୍ଭୂଜ ପରିଡା । ତେବେ ଚତୁର୍ଭୂଜ ଆଜି ମେଡିକାଲରେ ଭର୍ତି ହୋଇଥିଲେ ।