କଟକରେ ଦାଦାବଟି ଆଦାୟକୁ କେନ୍ଦ୍ର କରି ଫୁଟିଲା ବୋମା ! ୨ ଆହତ, କଟକ ବଡ ଡାକ୍ତରଖାନାରେ ଭର୍ତ୍ତି

18

କନକ ବ୍ୟୁରୋ : କଟକରେ ବୋମାମାଡ । କେଶରପୁର ଅଂଚଳରେ ଦାଦାବଟି ଆଦାୟକୁ କେନ୍ଦ୍ର କରି ଗତକାଳି ବିଳମ୍ବିତ ରାତିରେ ବୋମାମାଡ ହୋଇଛି । ବୋମାମାଡରେ ୨ଜଣ ଆହତ ହୋଇଥିବାବେଳେ ତାଙ୍କୁ କଟକ ବଡ ଡାକ୍ତରଖାନାରେ ଭର୍ତି କରାଯାଇଛି । ବୋମାମାଡ କରିଥିବା ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି । ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।