ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପିପିଲିରେ ହିଂସା ! ପୁବାଶାସନ ବାରମାଣପାଟଣାରେ ଜଣକୁ ହତ୍ୟା

32

କନକ ବ୍ୟୁରୋ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପିପିଲିରେ ହିଂସା । ପିପିଲର ପୁବାଶାସନ ବାରମାଣପାଟଣାରେ ଯୁବରଙ୍କୁ ହତ୍ୟା କରାଯାଇଛି । ମୃତକ ଚିନ୍ମୟ ସାହୁ ବୋଲି ଜଣାପଡିଛି । ପୋଲିସ ସନ୍ଦେହରେ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।