ବାଲେଶ୍ୱରରେ ଦୁର୍ଘଟଣା ! ପୋଲରୁ ଖସିଲାପଡିଲା ଗାଡି, ଜଣେ ମୃତ, ୮ ଗୁରୁତର

25

କନକ ବ୍ୟୁରୋ: ପୋଲରୁ ଖସିଲା ବୋଲେରୋ । ବାଲେଶ୍ୱର ନିଧିପଣ୍ଡା ନିକଟରେ ଖସି ପଡିଛି ବୋଲେରୋ । ଜଣେ ମୃତ, ୩ ଗୁରୁତର । ଗୁରୁତରମାନଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସମସ୍ତେ ଭଦ୍ରକ ବାସୁଦେବପୁର ଅଂଚଳର ବୋଲି ଜଣାପଡିଛି । ବାସୁଦେବପୁରରୁ ପଶ୍ଚିମବଙ୍ଗ ଦଶହରା ବୁଲିବାକୁ ଯାଉଥିବାବେଳେ ଦୁର୍ଘଟଣା ଘଟିଛି ।