କାଲିର ଶତ୍ରୁ ଆଜିର ମିତ୍ର । ବିଜେଡିରେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ନେତ୍ରୀ ତଥା ଦଳର ମୁଖପାତ୍ର ସୁଲୋଚନା ଦାସ । ଦଳ ତାଙ୍କୁ ଯେଉଁ ଦାୟିତ୍ୱ ଦେବ ତାହା ସେ କରିବେ ଏବଂ ଅନ୍ୟାୟ ବିରୋଧରେ ଲଢିବାକୁ ବିଜୁ ଜନତା ଦଳ ତାଙ୍କୁ ସ୍ୱାଧିନତା ଦେବ ବୋଲି ପ୍ରତିକ୍ରିୟା ରଖିଛନ୍ତି ସୁଲୋଚନା । ହେଲେ କିଛିଦିନ ପୂର୍ବରê ବିଜେଡିରେ ନାରୀ ସୁରକ୍ଷିତ ନୁହେଁ ବୋଲି କହୁଥିଲେ ସୁଲୋଚନା । ଆଉ ଆଜି ସେହି ବିଜେଡିରେ ଯୋଗ ଦେଇଛନ୍ତି । ଯାହାକୁ ନେଇ ଅନେକ ଆଲୋଚନା ଏବଂ କଟାକ୍ଷ । ତେବେ ଏନେଇ କଣ କୁହନ୍ତି ସୁଲୋଚନା ଦାସ, ଦେଖନ୍ତୁ ଏହି ସାକ୍ଷାତକାରରେ  ।

Comments

comments