ପୁଣି ତେଜିଲା ଚିଟଫଣ୍ଡ ତାତି ! ସିସୋର ଓ ଅର୍ଥତତ୍ତ୍ୱର ସମସ୍ତ ନିର୍ଦ୍ଦେଶକଙ୍କୁ ସମନ ଜାରି କଲେ କୋର୍ଟ

18

କନକ ବ୍ୟୁରୋ : ସିସୋର ଓ ଅର୍ଥତତ୍ୱର ସମସ୍ତ ନିର୍ଦ୍ଦେଶକଙ୍କୁ ସମନ ଜାରି କରାଯାଇଛି । ଜାନୁୟାରୀ ୩୦ ସୁଦ୍ଧା କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । କଟକ ସ୍ୱତନ୍ତ୍ର ଅତିରିକ୍ତ ସିଜେଏମ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି । ବିଶେଷ କରି ବେଆଇନ ଭାବେ ଲାଇସେନ୍ସ ବ୍ୟବହାର ଅଭିଯୋଗରେ ସମନ ଜାରି କରାଯାଇଛି ।