୭୫ ଲକ୍ଷ ଟଙ୍କାରେ ବିକ୍ରି ହେଉଛି ୫୦୦ ଟଙ୍କିଆ ପୁରୁଣା ନୋଟ୍ ! ଆପଣ ବି ଉଠାନ୍ତୁ ଏହି ସୁଯୋଗର ଲାଭ 

88

ମୋଦି ସରକାରଙ୍କର ଐତିହାସିକ ପଦକ୍ଷେପ ବିମୁଦ୍ରାକରଣ ସମୟରେ ଅଚଳ ହୋଇଥିଲା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ । କିନ୍ତୁ ଏବେ ଆପଣ ସେହି ଅଚଳ ପୁରୁଣା ନୋଟ ଦେଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାର ସୁଯୋଗ ଆସିଛି । ସୂଚନା ଅନୁସାରେ ପୁରୁଣା ୫୦୦ ଟଙ୍କିଆ ଏବେ ଏକ ଲକ୍ଷ ଟଙ୍କାରୁ ମଧ୍ୟ ଅଧିକ ଟଙ୍କାରେ ବିକ୍ରି ହେଉଛି ।

ଏହି ନୋଟକୁଡିକୁ ୱେବସାଇଟ ଇବେରେ ଜମା କରାଯାଉଛି ଯେଉଁଠି ଲୋକମାନେ ଏହି ପୁରୁଣା ନୋଟର ନିଲାମ ଡାକୁଛନ୍ତି । ଏହି ନୋଟଗୁଡିକ ଏକ ଲକି ନମ୍ବର ପାଇଁ ଏତେ ଉଚ୍ଚା ଦରରେ ବିକ୍ରି ହେଉଥିବା ସୂଚନା ମଳିଛି । ଇବେରେ ସବୁଠାରୁ ଉଚ୍ଚ ଦର ରହିଛି ୭୮୬ ନମ୍ବର ଥିବା ୫୦୦ ଟଙ୍କିଆ ନୋଟର । ଏହି ନମ୍ବରର ୫୦୦ ଟଙ୍କିଆ ଗୋଟିଏ ନୋଟର ମୂଲ୍ୟ ୭,୫୦୦,୦୦ ପର୍ଯ୍ୟନ୍ତ ନିଲାମ ଡକା ଯାଉଛି ।

ଆପଣ ବି ଆପଣଙ୍କ ଘରେ ଖୋଜନ୍ତୁ-

-ବିମୁଦ୍ରାକରଣ ପରେ ସରକାର ୫୦୦ ଓ ୧୦୦୦ ଟଙ୍କିଆ ନୋଟ ଅଧିକ ମାତ୍ରାରେ ରଖିବା ଉପରେ ବ୍ୟାନ ଲଗାଇଛନ୍ତି ।

-ମୋଦି ସରକାରଙ୍କ ନିୟମ ଅନୁସାରେ ଆପଣ ମାତ୍ର ୧୦ ଟି ହଁ ପୁରୁଣା ନୋଟ ନିଜ ପାଖରେ ରଖି ପାରିବେ ।

– ବିମୁଦ୍ରାକରଣ ପରେ ପ୍ରାୟ ସମସ୍ତେ ପୁରୁଣା ଟଙ୍କାକୁ ବ୍ୟାଙ୍କରେ ଜମା କରିଦେଇଛନ୍ତି, କିନ୍ତୁ ଯଦିି ୧ରୁ ୨ ଟି ନୋଟ ଭୁଲରେ ଆପଣଙ୍କ ପାଖରେ ରହିଯାଇଛି, ତେବେ ଏହା ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିପାରେ ।

ବ୍ରିକି ହେଉଛି ଅନେକ ନୋଟ-

-ଯଦି ଇବେର ଇଣ୍ଡିଆନ ୱେବସାଇଟ ଉପରେ ଆପଣ ନଜର ଦେବେ, ଦେଖିବେ ଆପଣଙ୍କୁ ୫୦୦ ଟଙ୍କିଆ ଅନେକ ପୁରୁଣା ନୋଟ ବିକ୍ରି କରିବା ପାଇଁ ଡିସପ୍ଲେ କରିବାର ଦେଖଯାଉଛି ।

-ଏହି ନୋଟ ନିଜର ଖାସ ନମ୍ବର ଯେମିତି ୧୨୩୪ ଓ ୪୨୦ ଓ ୭୮୬ର ଉଚ୍ଚ ମୂଲ୍ୟରେ ବିକ୍ରି ହେଉଛି ।

-ଯଦି ଆପଣଙ୍କ ଘରେ ଏହି ନମ୍ବର ଥିବା ନୋଟ ଥାଏ, ତେବେ ଏହି ସୁଯୋଗର ଲାଭ ଆପଣ ମଧ୍ୟ ଉଠାଇ ପାରିବେ ।

                                      ସୌଜନ୍ୟ-ମନି ଭାସ୍କର.କମ