ରିଲିଜ ହୋଇଛି “ଓକେ ଜାନୁ’ର ଟ୍ରେଲର

86

ଆଦିତ୍ୟ ରୟ କପୁର ଓ ଶ୍ରଦ୍ଧା କପୁରଙ୍କ ଅଭିନୟ କରିଥିବା ରୋମାଂଟିକ ଫିଲ୍ମ “ଓକେ ଜାନୁ’ର ଟ୍ରେଲର ରିଲିଜ ହୋଇଛି । ଟ୍ରେଲରରେ ଦୁହିଁଙ୍କର ଜବରଦସ୍ତ ପ୍ରେମ କାହାଣୀ ଦେଖିବାକୁ ମିିଳିଛି । ପ୍ରେମ କାହାଣୀ ଉପରେ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମରେ ଦର୍ଶକେ ଦେଖିବାକୁ ପାଇବେ କାଫି ଟୁଇଷ୍ଟ ଓ ଟର୍ଣ୍ଣସ । । ପୁଣିଥରେ ଦର୍ଶକ ପରଦାରେ “ଆଶିକି-୨’ ଫେମ୍ ଆଦିତ୍ୟ କପୁର ଏବଂ ଶ୍ରଦ୍ଧା କପୁରଙ୍କ ଅନ ସ୍କ୍ରିନ ରୋମାନ୍ସ ଦେଖିବାକୁ ପାଇବେ । ଆସନ୍ତାବର୍ଷ ଜାନୁୟାରୀ ୧୩ ତାରିଖରେ ପରଦାକୁ ଆସିବ ଫିଲ୍ମ “ଓକେ ଜାନୁ’ । ନ୍ୟୁଜ୍ ସହିତ ଦେଖନ୍ତୁ ଟ୍ରେଲରର ଏହି ଭିଡିଓ :