ଓଡିଏମ୍ ସ୍କୁଲର ୩୦ତମ ବାର୍ଷିକ କ୍ରୀଡା ଉତ୍ସବ ! ଉଦଯାପନୀ ଉତ୍ସବରେ ଯୋଗଦେଲେ ମୋନିକା ନାୟର ପଟ୍ଟନାୟକ ।

ଓଡିଏମ ସ୍କୁଲର ୩୦ତମ ବାର୍ଷିକ କ୍ରିଡା ଉତ୍ସବ ଇଷ୍ଟ-କୋଷ୍ଟ ରେଲୱେ ଷ୍ଟାଡିୟମରେ ଉଦଜାପନି ଉତ୍ସବ ପାଳିତ ହୋଇଯାଇଛି ।

75

କନକ ବୁରୋ: ଓଡିଏମ ସ୍କୁଲର ୩୦ତମ ବାର୍ଷିକ କ୍ରିଡା ଉତ୍ସବ ଇଷ୍ଟ-କୋଷ୍ଟ ରେଲୱେ ଷ୍ଟାଡିୟମରେ ଉଦଜାପନି ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ସମ୍ବାଦ ଗ୍ରୁପର କାର୍ଯ୍ୟକାରୀ ନିର୍ଦେଶକ ତଥା ଶିକ୍ଷାବିତ ମୋନିକା ନାୟର ପଟ୍ଟନାୟକ ଯୋଗଦେଇ ଆକାଶ ବେଲୁନ ଉଡାଇ କ୍ରିଡା କୁ ଉଦଜାପନ କରିଥିଲେ ।

ଓଡିଏମ ସ୍କୁଲର ୩୦ତମ ବାର୍ଷିକ କ୍ରିଡା ଉତ୍ସବରେ ସ୍କୁଲର ଛାତ୍ରଛଆତ୍ରୀଙ୍କ ଦ୍ୱାରା ପ୍ୟାରେଡ କରି ଅତିଥିମାନଙ୍କୁ ସ୍ୱାଗତ କରାଯାଇଥିଲା । ଏହା ସହ କ୍ରିଡାରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିବା ସହ କ୍ରିଡା କ୍ଷେତ୍ରରେ ଆଗକୁ ବଢିବା ପାଇଁ ହେଲେ ହାଡ ୱାର୍କ କରିବାକୁ ପଡିବ ବୋଲି ଉପଦେଶ ଦେଇଥିଲେ । ଓଡିଏମର ଚେୟାରମ୍ୟାନ ତଥା ପ୍ରିନସ୍ିପାଲ ଡ. ସତ୍ୟବ୍ରତ ମୀନକେତନ ମୂଖ୍ୟ ଅତିଥିଙ୍କୁ ସମ୍ବର୍ଧିତ କରିଥିଲେ । ସ୍କୁଲର ଛାତ୍ରଛଆତ୍ରୀଙ୍କ ଦ୍ୱାରା ପ୍ୟାରେଡ କରି ଅତିଥିମାନଙ୍କୁ ସ୍ୱାଗତ କରାଯାଇଥିଲା ।