ଏଥର ଜମିବ ପୂଜା ବଜାର : ପରଦାକୁ ଆସିବ ମଂଜରୀ ମୁଭିର “ ଛାତି ତଳେ ଡିଙ୍ଗ୍ ଡଙ୍ଗ୍ ”

31

2କନକ ବ୍ୟୁରୋ : ଦଶହରା ବଜାରରେ ଓଡିଆ ଫିଲ୍ମ ଲଢେଇ । ଆଉ ଅନ୍ୟାନ୍ୟ ବ୍ୟାନରର ଫିଲ୍ମକୁ କଡା ଟକ୍କର ଦେବ ମଂଜରୀ ମୁଭିଜର ସପ୍ତମ ଅବଦାନ “ ଛାତି ତଳେ ଡିଙ୍ଗ୍ ଡଙ୍ଗ୍ ”।

ଏହି ମୁଭିର ୟୁଏସପି ହେଉଛି ବଲିଉଡ ବ୍ୟାଡ ବଏ ଶକ୍ତି କପୁରଙ୍କ ଉପସ୍ଥିତି । ସେହିପରି ପ୍ରଥମ ଥର ପାଇଁ ଦର୍ଶକଙ୍କ ସୋବର ବଏ ସବ୍ୟସାଚୀଙ୍କ ବିପକ୍ଷରେ ଓଲିଉଡର ଦୁଇ ସୁନ୍ଦରୀ ନାୟିକା ବର୍ଷା ଓ ଅର୍ଚ୍ଚିତାଙ୍କୁ ଦେଖିବାକୁ ମିଳିବ । ଜୋରସୋରରେ ଚାଲିଛି ଫିଲ୍ମର ସୁଟିଂ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –