ପୁତୁରା ଛାତିରେ ଦାଦାଙ୍କ ତୀର : ଜମିଜମା ବିବାଦକୁ କେନ୍ଦ୍ର କରି ମାଲକାନଗିରିରେ ପୁତୁରାକୁ ଧନୁତୀରରେ ଆକ୍ରମଣ କଲେ ଦାଦା

29

କନକ ବ୍ୟୁରୋ : ଦାଦାଙ୍କ ତୀର ମାଡରେ ପୁତୁରା ଗୁରୁତର । ଶରୀରରେ ଏବେବି ପଶିରହିଛି ତୀର । ମାଲକାନଗିରିରେ ଜମିଜମା ଗଣ୍ଡଗୋଳକୁ କେନ୍ଦ୍ର କରି ପୁତୁରା ଉପରକୁ ଧନୁ ତୀରରେ ଆକ୍ରମଣ କରିଛି ଦାଦା । ଆଉ ଗୁରୁତର ଅବସ୍ଥାରେ ମେଡିକାଲରେ ଜୀବନ ସହ ସଂଗ୍ରାମ କରୁଛନ୍ତି ତୀର ମାଡର ଶୀକାର ହୋଇଥିବା ମୁକା ମାଡକାମି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –