ଛତିଶଗଡ ସରକାରଙ୍କୁ ପୁଣି ଚିଠି ଲେଖିଲା ଓଡିଶା

26

କନକ ବ୍ୟୁରୋ : ଛତିଶଗଡ ସରକାରଙ୍କୁ ପୁଣି ଚିଠି ଲେଖିଲା ଓଡିଶା । ମହାନଦୀରେ ଥିବା ପ୍ରକଳ୍ପକୁ ନେଇ ତଥ୍ୟ ଦେବାକୁ ଚିଠି । ଅଗଷ୍ଟ ୧୫ ସୁଦ୍ଧା ଛତିଶଗଡ ସରକାର ତଥ୍ୟ ଦେବାକୁ କହିଥିଲେ, ତଥ୍ୟ ନଦେବାରୁ ପୁଣିଥରେ ତଥ୍ୟ ଦେବାକୁ ଚିଠି ଲେଖାଯାଇଛି ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ କୁମାର ପାଢୀ ।