ଭୁବନେଶ୍ୱର ସଟ୍ ଡାଉନ: କେଉଁ ଥାନା ଅଧିନରେ କେଉଁ ମେଡିସିନ୍ ଷ୍ଟୋର ଖୋଲା ରହିବ? ପୂରା ତାଲିକା ଦେଲା ବିଏମସି, ପଢ଼ନ୍ତୁ…

1,128

କନକ ବ୍ୟୁରୋ: ଭୁବନେଶ୍ୱର ଓ ଭଦ୍ରକ ସମେତ କଟକରେ ଆଜି ସଂଧ୍ୟା ୮ଟାରୁ ୪୮ ଘଂଟା ପାଇଁ ଜାରି ହେଲା କର୍ଫ୍ୟୁ । ଏହାକୁ ସମ୍ପୂର୍ଣ୍ଣ ସଟ୍ଡାଉନ ବୋଲି କହିଛନ୍ତି ସରକାର । ଏହି ସମୟରେ କେହି ଘରୁ ଗୋଡ କାଢି ପାରିବେ ନାହିଁ । ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଏମିତିକି ପରିବା, କ୍ଷୀର, ରାସନ ସାମଗ୍ରୀ ଦୋକାନ ମଧ୍ୟ ବନ୍ଦ ରହିବ । ଏଇ ୪୮ ଘଂଟା ଭିତରେ ଔଷଧ ଦୋକାନ ଖୋଲିବା ଉପରେ ମଧ୍ୟ କଟକଣା ଲଗାଯିବ । ସ୍ଥାନୀୟ ଅଂଚଳର ପ୍ରଶାସିନକ ଅଧିକାରୀଙ୍କ ନିର୍ଦେଶ କ୍ରମେ ଖୁବ୍ କମ୍ ଔଷଧ ଦୋକାନ ଖୋଲା ରହିବ । ତେବେ ଏନେଇ ଭୁବନେଶ୍ୱର ମହାନଗର ନିଗମ ଏକ ବିଜ୍ଞପ୍ତି ଜାରି କରିଛି । କେଉଁ କେଉଁ ଥାନା ଅଧିନରେ କେଉଁ କେଉଁ ମେଡିସିନ୍ ଖୋଲା ରହିବ ସେନେଇ ପୂରା ତାଲିକା ଦେଇଛି ବିଏମସି ।

ସହରାଞ୍ଚଳ ଥାନା ଗୁଡ଼ିକ ଅଧିନରେ କେଉଁ କେଉଁ ମେଡିସିନ୍ ଷ୍ଟୋର ଖୋଲା ରହିବ ତାହାର ପୂରା ତାଲିକା…

ଖଣ୍ଡଗିରି ଥାନା-
୧. ସଞ୍ଜିବନୀ ମେଡିକାଲ ଷ୍ଟୋର (ସମ୍ ହସ୍ପିଟାଲ ପାଖ)
୨. ଶାନ୍ତି ମେଡିସିନ୍ ଷ୍ଟୋର (ଜାଗମରା ମେନ୍ ରୋଡ୍)
୩. ଦୀପକ ମେଡିସିନ୍ ଷ୍ଟୋର ( ପାତ୍ରପଡ଼ା)

ନୟାପଲ୍ଲୀ ଥାନା-
୧. ମେଡପ୍ଲସ (ଆଇଆରସି ଭିଲେଜ)
୨. କ୍ୟାପିଟାଲ ଡ୍ରଗ୍ ହାଉସ (ପ୍ରିୟଦର୍ଶିନୀ ମାର୍କେଟ, ସିଆରପି)
୩. ଅପୋଲ ଫାର୍ମାସୀ (ଜୟଦେବ ବିହାର)

କ୍ୟାପିଟାଲ ଥାନା-

୧. ରବିନ୍ଦ୍ର ମେଡିକାଲ ହଲ୍ ( ବାପୁଜୀନଗର)
୨. ମହାନ୍ତି ଡ୍ରଗ୍ ହାଉସ (ଫରେଷ୍ଟ ପାର୍କ, ୟୁନିଟ୍-୬)
୩. ଅତିଭା ଫାର୍ମା (ଫରେଷ୍ଟ ପାର୍କ, ଭାରତୀ ଟାୱାର)

ମଞ୍ଚେଶ୍ୱର ଥାନା-
୧. ସ୍ୱର୍ଣ୍ଣିମା ମେଡିସିନ୍ ଷ୍ଟୋର (ପଳାଶୁଣି କେନାଲ ରୋଡ୍)
୨. ଦି ମେଡିସିନ୍ ଷ୍ଟୋର (ରସୁଲଗଡ଼)
୩. ଅପ୍ଟିଭାଲ୍ ହେଲ୍ଥ ସଲ୍ୟୁସନ୍ (ଭିଏସଏସ୍ ନଗର)

ଚନ୍ଦ୍ରଶେଖରପୁର ଥାନା-
୧. ଆପୋଲ ଫାର୍ମାସୀ (ଶୈଳଶ୍ରୀ ବିହାର)
୨. ଆପୋଲ ଫାର୍ମାସୀ (ଡିଷ୍ଟ୍ରିକ୍ଟ ସେଣ୍ଟର)
୩. ଓମ୍ ଫର୍ମାସୀ ( ନାଲକୋ ସ୍କୋୟାର)

ଇନ୍ଫୋସିଟି ଥାନା –
୧. ମେଡପ୍ଲସ ( ନିଳାଦ୍ରୀ ବିହାର)
୨. ରବିନ୍ଦ୍ର ମେଡିସିନ୍ ଷ୍ଟୋର ( ମ୍ୟାଗନେଟ୍ ସ୍କୋୟାର)
୩. ମେଡପ୍ଲସ ( ପଟିଆ)

ସହିଦ ନଗର ଥାନା-
୧. ଆପୋଲ ଫାର୍ମାସୀ ( ପ୍ରେସ୍ ଛକ)
୨. ଆପୋଲ ଫାର୍ମାସୀ ( ଆଚାର୍ଯ୍ୟ ବିହାର)
୩. ଆପୋଲ ଫାର୍ମାସୀ ( ସହିଦ ନଗର, ଏମପାୟାର ହୋଟେଲ୍ ସମ୍ମୁଖ)

ଖାରବେଳନଗର ଥାନା-
୧. ରବିନ୍ଦ୍ର ହେଲ୍ଥ କେୟାର (ଖାରବେଳନଗର,କେଶରୀ ଟକିଜ୍ )
୨. ଆପୋଲ ଫାର୍ମାସୀ (ମଧୁସୁଦନନଗର, ୟନୁଟ୍-୬)
୩. ରଞ୍ଜନ ମେଡିକାଲ ଷ୍ଟୋର (ଜନପଥ)

ଧଉଳି ଥାନା-
୧. ପ୍ରକାଶ ମେଡିକାଲ ଷ୍ଟୋର (ଶିଶୁପାଳଗଡ଼, ଲିଙ୍ଗିପୁର)
୨. ନିଳାଞ୍ଚଳ ମେଡିସିନ୍ ଷ୍ଟୋର ( ନୂଆଗାଁ)
୩. ବାସୁଦେବ ମେଡିସିନ୍ ଷ୍ଟୋର ( ନୂଆଗାଁ)

ଲିଙ୍ଗରାଜ ଥାନା-
୧. ମେଡପ୍ଲସ ( ବିବେକାନନ୍ଦ ମାର୍ଗ)
୨. ମେଡପ୍ଲସ (ସାମନ୍ତରାପୁର)
୩. ଶକ୍ତିଶ୍ରୀ ମେଡିସିନ୍ ଷ୍ଟୋର ( ଓଲ୍ଡ ଟାଉନ, ବିଏମସି ହସ୍ପିଟାଲ ପାଖ)

ଏୟାରଫିଲ୍ଡ ଥାନା-
୧. ମେଡପ୍ଲସ ( ଭୀମଟାଙ୍ଗି ରୋଡ୍, କପିଳପ୍ରସାଦ)
୨. ଆପୋଲ ଫାର୍ମାସୀ ( କପିଳପ୍ରସାଦ)
୩. ମେଡପ୍ଲସ ( ଏୟାରଫିଲ୍ଡ, ସୁନ୍ଦରପଦା)
୪. ମେଡପ୍ଲସ ( ପୋଖରୀପୁଟ, ଡିଏଭି ପବ୍ଲିକ୍ ସ୍କୁଲ)

ବରଗଡ଼ ଥାନା-
୧. ଆପୋଲ ଫାର୍ମାସୀ ( ବିଜେବି ନଗର, ବିଜେଇଏମ ସ୍କୁଲ ପାଖ)
୨. ମେଡପ୍ଲସ ( ଟଙ୍କପାଣି ରୋଡ୍)
୩. ମହାବୀର ମେଡିକାଲ ହଲ୍ (ବଡ଼ଗଡ଼ ବ୍ରିଟ୍ କଲୋନୀ)

ଲକ୍ଷ୍ମୀସାଗର ଥାନା-
୧. ନ୍ୟାସନାଲ ଡ୍ରଗ୍ ହାଉସ ( ଲକ୍ଷ୍ମୀସାଗର, ଅପେକ୍ସ ବିଲ୍ଡିଂ)
୨. ମେଡପ୍ଲସ ( ଲକ୍ଷ୍ମୀସାଗର, ପ୍ଲଟ୍ ନଂ-୩୩୪)
୩. ଆପୋଲ ଫାର୍ମାସୀ (ଲକ୍ଷ୍ମୀସାଗର, ପ୍ଲଟ୍ ନଂ-୩୩୦୯)