ଜୁମ୍ବୋ ଷ୍ଟାଇଲରେ ଜାଇଫୁଲ ! ଦେଶୀ ଧୁନରେ ନାଚିଲେ ବିଦେଶୀ

0

ଓଡିଶାର ଲୋକପ୍ରିୟ ଆଲବମ୍ ଗୀତ ଜାଇଫୁଲ । ଯେତେବେଳେ ଗୀତଟି ବାଜେ ଅଟକି ପାରନ୍ତି ନାହିଁ ଓଡିଆ । ଗୀତର ଧୁନରେ ଝୁମି ଉଠନ୍ତି । କିନ୍ତୁ ଏବେ ଏହି ଗୀତର ତାଳେ ତାଳେ ନାଚିଛି ଆମେରିକା । ଆଉ ଆମେରିକାବାସୀଙ୍କୁ ନଚେଇଛନ୍ତି ଜଣେ ଓଡିଆ ଯୁବକ ଅନୁପମ୍ ନାୟକ । ଓଡିଶାର ଜଣେ ଜଣାଶୁଣା ଲୋକପ୍ରିୟ କୋରିଓଗ୍ରାଫର୍ ଥିଲେ ଅନୁପମ୍ । ତେବେ କିଛି ବର୍ଷ ହେବ ଅନୁପମ୍ ବିଦେଶୀଙ୍କୁ ଦେଉଛନ୍ତି ଜୁମ୍ବୋ ଫିଟନେସ୍ ତାଲିମ୍ ।

ଦେଖନ୍ତୁ ଏହି ଭିଡିଓ :

Comments are closed.