ବାରବାଟୀ ଦିନିକିଆରେ କ୍ୟାସଲେସକୁ ଗୁରୁତ୍ୱ : ଏଥର ୨୫ପ୍ରତିଶତ ଟିକେଟ୍ ବିକ୍ରୀ ହେବ ଅନଲାଇନରେ

18

କନକ ବ୍ୟୁରୋ : ଦୀର୍ଘ ଏକ ବର୍ଷ ବ୍ୟବଧାନରେ ବାରବାଟୀରେ ଖେଳାଯିବ ଏକ ଆନ୍ତର୍ଜାତିକ କ୍ରିକେଟ ମ୍ୟାଚ । ଆସନ୍ତା ଜାନୁଆରୀ ୧୯ ତାରିଖରେ ଇଂଲଣ୍ଡ- ଭାରତର ଦ୍ୱିତୀୟ ଦିନିକିଆ ଖେଳାଯିବ ବାରବାଟୀ ଷ୍ଟାଡିଅମରେ । ଏନେଇ ଟିକେଟ ବିକ୍ରି ଓ ଆନୁଷଙ୍ଗିକ ବ୍ୟବସ୍ଥା ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛି ଆୟୋଜକ ଓଡିଶା କ୍ରିକେଟ ଆସୋସିଏସନ । କ୍ୟାସଲେସ୍ ଟିକେଟ ବିକ୍ରିକୁ ଓସିଏ ଦେଇଛି ଗୁରୁତ୍ୱ ।

ଦେଖନ୍ତୁ ଏହି ଭିଡିଓ –