ଆଜି ଶପଥ ନେବେ ନୂଆ ମନ୍ତ୍ରୀ : ସକାଳ ୯ଟା ୨୦ରୁ ରାଜଭବନ ଅଭିଷେକ ହଲରେ ଅନୁଷ୍ଠିତ ହେବ ଶପଥଗ୍ରହଣ କାର୍ଯ୍ୟକ୍ରମ

28

କନକ ବ୍ୟୁରୋ : ଆଜି ଶପଥ ନେବେ ନୂଆମନ୍ତ୍ରୀ । ସକାଳ ୯ଟା ୧୦ରୁ ରାଜଭବନ ଅଭିଷେକ ହଲରେ ଅନୁଷ୍ଠିତ ହେବ ଶପଥଗ୍ରହଣ କାର୍ୟ୍ୟକ୍ରମ । ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ଏସସି ଜମିର ।