କଟକ :୨ଟି ବେଆଇନ୍ ନର୍ସିଂ ହୋମକୁ ସିଲ୍ କଲା ଜିଲ୍ଲା ପ୍ରଶାସନ

17

କଟକ :କଟକରେ ବେଆଇନ୍ ଭାବେ ଚାଲିଥିବା ଦୁଇଟି ନର୍ସିଂହୋମକୁ ଆଜି ସିଲ୍ କରିଛି ଜିଲ୍ଲା ପ୍ରଶାସନ । ଏଥିସହ ଚାଲିଥିବା ଦୁଇଟି ମେଡିସିନ୍ ଷ୍ଟୋରକୁ ମଧ୍ୟ ସିଲ୍ କରାଯାଇଛି । ତୁଳସୀ ଓ ୟୁନାଇଟେଡ୍ ନର୍ସିଂ ହୋମକୁ ବେଆଇନ୍ ଦର୍ଶାଇ ସିଲ୍ କରିଛି ଜିଲ୍ଲା ପ୍ରଶାସନ ।