ନୂଆପଡା ଏସପିଙ୍କ ଗଙ୍ଗାଜଲ ଷ୍ଟାଇଲ୍

23

ନୂଆପଡା: ନୂଆପଡା ଏସପିଙ୍କ ଗଙ୍ଗାଜଲ ଷ୍ଟାଇଲ । ପୁଲିସ ଉପରେ ଲୋକଙ୍କ ବିଶ୍ୱାସ ବଢାଇବାକୁ ଜନ ସଂପର୍କ ଶିବିର । ମାଓ ଅଧ୍ୟୁଷିତ ଇଲାକାରେ ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବା ସହ, ସମସ୍ୟାର ସମାଧାନ ପାଇଁ ଦେଲେ ଅଭୟ ବାଣୀ । ମାଓବାଦୀ ବିଚାରରେ ପ୍ରଭାବିତ ନହୋଇ ପୁଲିସର ନିକଟତର ହେବାକୁ ଦେଲେ ପରାମର୍ଶ ।