ନୂଆଁଖାଇ ଜୁହାର : ଟ୍ୱିଟ କରି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

76

କନକ ବ୍ୟୁରୋ : ଓଡିଶାବାସୀଙ୍କୁ ନୂଆଖାଇ ଜୁହାର ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସ୍ୱତନ୍ତ୍ର ଗଣପର୍ବ ପାଇ ଅଭିନ୍ଦନ ଜଣାଇଛନ୍ତି ମୋଦି । ଏହି ପର୍ବ କୃଷକଙ୍କ ଜୀବନରେ ସୁଖ , ସମୃଦ୍ଧି ଭରି ଦେଉ ବୋଲି ପ୍ରଧାନମନ୍ତ୍ରୀ ଟ୍ୱିଟ  କରିଛନ୍ତି ।