ଉତ୍ସବ ମୁଖର ପଶ୍ଚିମ ଓଡ଼ିଶା : ବରଗଡରେ ଖୁବ୍ ଆନନ୍ଦ ଉଲ୍ଲାସରେ ନୂଆଖାଇ ପାଳନ

30

vlcsnap-2016-09-06-12h37m40s961ବରଗଡ : ବରଗଡରେ ଖୁବ୍ ଆନନ୍ଦ ଉଲ୍ଲାସର ସହ ନୂଆଖାଇ ପାଳନ କରାଯାଇଛି । ବରଗଡର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କ ପାଖରେ ନୂଆ ଧାନରୁ ପ୍ରସ୍ତୁତ ନବାନ୍ନ ଲାଗି କରାଯାଇଛି ।

ପୂର୍ବରୁ ନିର୍ଦ୍ଧାରିତ ନୀତି ଅନୁସାରେ ମା’ଙ୍କ ପାଖରେ ନବାନ୍ନ ଲାଗି ହେବା ପରେ ବରଗଡ ଅଧିବାସୀ ନୂଆ ଖାଇଛନ୍ତି।