ପପୁଙ୍କ କାଷ୍ଟିଂ କାଉଚ୍ ମାମଲା : ପୀଡିତାଙ୍କ ବାପାଙ୍କୁ ଥାନାରେ ହାଜର ହେବା ପାଇଁ ନୋଟିସ ଜାରି

23

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପପୁଙ୍କ କାଷ୍ଟିଂ କାଉଚ ମାମଲା । ପୀଡିତାଙ୍କ ବାପାଙ୍କୁ ନୋଟିସ ଜାରି ହୋଇଛି । ଥାନାରେ ହାଜର ହେବା ପାଇଁ ନିର୍ଦେଶ ଦେଇଛି ମହିଳା ଥାନା । ଆଜି କେହି ଘରେ ନଥିବାରୁ ନୋଟିସ ଦିଆଯାଇପାରିଲା ନାହିଁ  । ତେଣୁ ଆସନ୍ତା କାଲି ନୋଟିସ ଦିଆଯିବ  ।

ଏହା ସହ ‘ସେ ନୁହେଁ ମୋ ଝିଅ’ : ବାପାଙ୍କ କମ୍ପ୍ରୋମାଇଜ୍ ପିଟିସନ ପରେ ମା’ଙ୍କ ଚାଂଚଲ୍ୟକର ବୟାନ