ସୁନ୍ଦରଗଡ : ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନୋଟକୁ ଶାସକ ଦଳ ସାହାରା କରିଥିବା ଅଭିଯୋଗ

26

କନକ ବ୍ୟୁରୋ : ଭୋଟ୍ ପାଇଁ ନୋଟ୍ । ଆଦିବାସୀ ବହୁଳ ସୁନ୍ଦରଗଡ ଜିଲ୍ଲାରେ ଭୋଟରଙ୍କୁ ଆକୃଷ୍ଟ ପାଇଁ ନୋଟକୁ ଶାସକ ଦଳ ସାହାରା କରିଥିବା ଅଭିଯୋଗ ହୋଇଛି । ବିଶ୍ରା ବ୍ଲକରେ ନିର୍ବାଚନ ପ୍ରଚାରରେ ଚାଲିଥିିବା ବେଳେ ଦିନ ଦ୍ୱିପହରେ ଖୋଲାଖୋଲି ଟଙ୍କା ବଂଟା ହେଉଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ବିଜେଡି ପକ୍ଷରୁ ନିର୍ବାଚନୀ ପ୍ରଚାର ଚାଲିଥିବା ବେଳେ ଜଣେ ବ୍ୟକ୍ତି ପକେଟରୁ ନୋଟ୍ ବାହାର କରି ବାଂଟୁଥିବା ଦେଖିବାକୁ ମିଳିଛି ।

ଦେଖନ୍ତୁ ଏହି ଭିଡିଓ :