ବଢିଲା ଗ୍ୟାସ୍ ଦର ! ସିଲିଣ୍ଡର ପିଛା ୮୬ ଟଙ୍କା ବୃଦ୍ଧି

33

କନକ ବ୍ୟୁରୋ : ବଢିଲା ଗ୍ୟାସ ଦର । ନନସବ୍ସିଡାଇଜଡ୍ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି କରିଛି ତୈଳ ମନ୍ତ୍ରାଳୟ । ଏଣିକି ନନସବ୍ସିଡାଇଜଡ୍ ଗ୍ୟାସ କିଣିଲେ ଗ୍ରାହକଙ୍କୁ ଦେବାକୁ ପଡିବ ଅଧିକ ୮୬ ଟଙ୍କା । ବର୍ଦ୍ଧିତ ଦର ଆଜିଠାରୁ ଲାଗୁ ହେବ । ଏନେଇ ତୈଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।