ଓଡିଆରେ ନିଟ୍ ପରୀକ୍ଷା ବିବାଦ: ବିଜେପିର ଅଭିଯୋଗ ଇଂରାଜୀରେ ପରୀକ୍ଷା ପାଇଁ ରାଜ୍ୟ ଦେଇଥିଲା ପ୍ରସ୍ତାବ

41

କନକ ବ୍ୟୁରୋ: ଓଡିଆ ଭାଷାରେ ନିଟ୍ ପରୀକ୍ଷା କରିବା ନେଇ ରାଜନୀତି କରିଛି ବିଜେଡି । ଏକ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛି ବିଜେପି । ରାଜ୍ୟ ସରକାର ପୂର୍ବରୁ ଇଂରାଜୀ ଭାଷାରେ ପରୀକ୍ଷା କରିବା ପାଇଁ ସମ୍ମତି ପ୍ରକାଶ କରିଥିବା ବେଳେ ଏବେ ରାଜନୈତିକ ପଇଁତରାବାଜି କରୁଛନ୍ତି ବୋଲି ଅଭିଯୋଗ କରିଛି ବିଜେପି । ଆରପଟେ ଏହାର ଜବାବ ରଖିଛି ବିଜେଡି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –