ବଡଦାଣ୍ଡରେ ନୂଆ ବ୍ୟବସାୟ ପ୍ରତିଷ୍ଠାନକୁ ମନା

53

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ବଡଦାଣ୍ଡରେ ନୂଆ ବ୍ୟବସାୟ ପ୍ରତିଷ୍ଠାନକୁ ମନା । ଅନୁମତି ନଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ । ପୌର ପାଳିକା ନିର୍ବାହୀ ଅଧିକାରୀଙ୍କୁ ମଧ୍ୟ ଏନେଇ ନିର୍ଦେଶ ଦିଆଯାଇଛି । ତେବେ ଜବରଦଖଲ ପାଇଁ ଦାୟୀ ରହିବ ଜିଲ୍ଲା ପ୍ରଶାସନ ।