ଭୁଶୁଡି ପଡିଛି ରୋଗୀସେବା : ଜଣେ ଫାର୍ମାସିଷ୍ଟଙ୍କ କାନ୍ଧରେ ପ୍ରାୟ ୪୦ ହଜାର ଲୋକଙ୍କ ଚିକିତ୍ସା

84

ଦିଗପହଣ୍ଡି : ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ସରକାରଙ୍କ ନାହିଁ ନଥିବା ଯୋଜନା । ହେଲେ ଯୋଜନା କେତେ ସଫଳ ତାହା ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଦେଖିଲେ ଅନୁମାନ କରିହୁଏ । ୪୦ ହଜାର ଲୋକ ଚିକିତ୍ସା ପାଇଁ ନିର୍ଭର କରୁଥିବା ଚିକିତ୍ସାଳୟରେ ସେବା ଯୋଗାଉଛନ୍ତି ଫାର୍ମାସିଷ୍ଟ । ଅଧିକ ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ :