ନଈପାରି ପାଇଁ ଭେଳା ଭରସା ! ବାଲେଶ୍ୱର ପାହିଗାଁକୁ ନାହିଁ ଗମନାଗମନର ସୁବିଧା

29

କନକ ବ୍ୟୁରୋ : ପ୍ରତି ଗାଁକୁ ରାସ୍ତା, ପ୍ରତି ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦିଆଯାଇଥିବା ସରକାର କହୁଛନ୍ତି । ହେଲେ ବାସ୍ତବ ଚିତ୍ର କିନ୍ତୁ ଅଲଗା । ସ୍ୱାଧୀନତାର ୬ଦଶନ୍ଧି ପରେ ବି ଆମ ରାଜ୍ୟରେ ରହିଛି ଏମିତି ଗାଁ, ଯେଉଁଠି ଗାଁରୁ ବାହାରକୁ ଯିବାକୁ ହେଲେ ଏକମାତ୍ର ଭରସା ଭେଳା । ବାଲେଶ୍ୱର ଜିଲ୍ଳା ରେମୁଣା ବ୍ଳକର ତାଳପଦା ପଚାଂୟତର ପାହିଗାଁର ବାସ୍ତବ ଚିତ୍ର ଦେଖନ୍ତୁ ଏହି ରିପୋର୍ଟରେ –