ବହୁ ଚର୍ଚ୍ଚିତ ନିରଂଜନ ଜେନା ହତ୍ୟାକାଣ୍ଡ ମାମଲା : ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ଆତ୍ମସମର୍ପଣ

22

ଭଦ୍ରକ : ଆତ୍ମସମର୍ପଣ କଲେ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ । ବହୁ ଚର୍ଚ୍ଚିତ ନିରଂଜନ ଜେନା ହତ୍ୟାକାଣ୍ଡ ମାମଲାରେ ଭଦ୍ରକ ଅତିରିକ୍ତ ଜିଲ୍ଲା ଦୌରା ଜଜ କୋର୍ଟରେ ସେ ଆତ୍ମସମର୍ପଣ କରିଛନ୍ତି । ୧୩ ବର୍ଷ ତଳେ ଭଦ୍ରକ ବାସୁଦେବପୁର ଅଂଚଳରେ ନିରଂଜନ ଜେନା ନାମକ ଜଣେ ବ୍ୟକ୍ତିଙ୍କୁ ପିଟିପିଟି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ମୁକ୍ତିକାନ୍ତ ନିଜେ ହତ୍ୟାକାଣ୍ଡ ଘଟାଇଥିଲେ ବୋଲି ଜଣେ ପ୍ରତ୍ୟକ୍ଷଦର୍ଶୀ କନକ ନ୍ୟୁଜରେ ମୁହଁ ଖୋଲିଥିଲେ ।