ନିରାମୟର ନିରାଟ ସତ ! ଗ୍ରାମାଂଚଳରେ ମିଳୁନି ଔଷଧ, ରୋଗୀ ହେଉଛନ୍ତି ହଟହଟା

29

କନକ ବ୍ୟୁରୋ : ସରକାର କହୁଛନ୍ତି ରାଜ୍ୟରେ ନିରାମୟ ଯୋଜନା ଶତ ପ୍ରତିଶତ ସଫଳ । ସବୁ ହସ୍ପିଟାଲରେ ମାଗଣାରେ ରୋଗୀଙ୍କୁ ଔଷଧ ଦିଆଯାଉଛି । ରୋଗୀ ଆଉ ବାହାରୁ ମେଡିସିନ୍ କିଣୁନାହାନ୍ତି । ହେଲେ ଉପାନ୍ତ ଅଂଚଳରେ କେମିତି କାମ କରୁଛି ସରକାରଙ୍କ ଏହି ଯୋଜନା? ସରଳ ନିରିହ ଅଦିବାସୀଙ୍କୁ ମିଳୁଛି କି ସରକାରଙ୍କର ଏହି ଯୋଜନାର ସୁଫଳ? ଗତକାଲି ଆମେ ଦେଖାଇଥିଲୁ ଗଂଜାମ ଜିଲ୍ଲା ଦିଗପହଣ୍ଡିର ଚିତ୍ର । ଆଜି ଉପାନ୍ତ ଅଂଚଳର ନବରଙ୍ଗପୁରରୁ ନିରାମୟର ବାସ୍ତବ ଚିତ୍ରକୁ ନେଇ ଆମର ଗ୍ରାଉଣ୍ଡ ଜିରୋ ରିପୋର୍ଟ ଦେଖନ୍ତୁ ଏହି ଭିଡିଓରେ :